ଅର୍ଥନୈତିକ ସର୍ଭେ ରିପୋର୍ଟ : ଓଡ଼ିଶାରେ ବଢିଛି ବିମାନ ସଂଯୋଗ ଓ ବିମାନ ସଂଖ୍ୟା
ଭୁବନେଶ୍ୱର, 19 ଫେବୃଆରୀ (ହି.ସ.) ଓଡ଼ିଶାରେ ବିମାନ ସଂଯୋଗ ଓ ବିମାନ ସଂଖ୍ୟା ବୃଦ୍ଧି ପାଇଛି । ଅର୍ଥନୈତିକ ସର୍ଭେ ରିପୋର୍ଟରେ ଏହି ତଥ୍ୟ ଦିଆଯାଇଛି । ରିପୋର୍ଟରେ କୁହାଯାଇଛି ଯେ, ୨୦୨୪-୨୫ରେ ଓଡ଼ିଶାରୁ ଦେଶର ୩୦ ଟି ସହର କୁ ବିମାନ ଚଳାଚଳ ବୃଦ୍ଧି ପାଇଛି । ଓଡ଼
ଅର୍ଥନୈତିକ ସର୍ଭେ     ରିପୋର୍ଟ : ଓଡ଼ିଶାରେ ବଢିଛି ବିମାନ ସଂଯୋଗ ଓ ବିମାନ ସଂଖ୍ୟା


ଭୁବନେଶ୍ୱର, 19 ଫେବୃଆରୀ (ହି.ସ.) ଓଡ଼ିଶାରେ

ବିମାନ ସଂଯୋଗ ଓ ବିମାନ ସଂଖ୍ୟା ବୃଦ୍ଧି ପାଇଛି ।

ଅର୍ଥନୈତିକ ସର୍ଭେ ରିପୋର୍ଟରେ ଏହି ତଥ୍ୟ ଦିଆଯାଇଛି ।

ରିପୋର୍ଟରେ କୁହାଯାଇଛି ଯେ, ୨୦୨୪-୨୫ରେ ଓଡ଼ିଶାରୁ ଦେଶର ୩୦ ଟି ସହର କୁ ବିମାନ ଚଳାଚଳ ବୃଦ୍ଧି

ପାଇଛି । ଓଡ଼ିଶାରେ ବର୍ତ୍ତମାନ ୧୨୦୦ ରୁ ଅଧିକ ବିମାନ ଚଳାଚଳ କରୁଛି। ନିକଟ ଅତୀତରେ ନୂତନ

ବିମାନ ବନ୍ଦର, ବିମାନ

ମାର୍ଗ ପ୍ରତିଷ୍ଠା ଏବଂ ପୁଞ୍ଜି ବିନିଯୋଗ ବୃଦ୍ଧି ସହିତ ଓଡିଶାରେ ବିମାନ ଚଳାଚଳ କ୍ଷେତ୍ର

ଯଥେଷ୍ଟ ସମ୍ପ୍ରସାରିତ ହୋଇଛି । ରାଜ୍ୟରେ ପାଞ୍ଚଟି କାର୍ଯ୍ୟକ୍ଷମ ବିମାନ ବନ୍ଦର ରହିଛି ଗୋଟିଏ

ଆନ୍ତର୍ଜାତୀୟ ଏବଂ ଚାରୋଟି ଘରୋଇ ୨୦୨୪-୨୫ରେ, ରାଜ୍ୟରୁ ବିମାନ ଚଳାଚଳ କରୁଥିବା ବିମାନ ସଂଖ୍ୟା ୧,୨୦୦ ରୁ ଅଧିକ ବୃଦ୍ଧି ପାଇଛି, ଯାହା ହା ବିମାନ ଯାତ୍ରା ଚାହିଦାରେ ବୃଦ୍ଧିକୁ ସୂଚାଉଛି । ସେହିପରି

୨୦୨୧-୨୦୨୫ ମଧ୍ୟରେ ବିମାନ ଯାତ୍ରୀ ଙ୍କ ସଂଖ୍ୟା ୩୧ ପ୍ରତିଶତ ବୃଦ୍ଧି ଘଟିଥିବା ଏଥିରେ ଉଲ୍ଲେଖ

କରାଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande