ବିଧାନସଭା ନଚାଲିଲେ ସରକାରଙ୍କୁ ଉତର ଦେବାକୁ ପଡିବନି- ଜୟ ନାରାୟଣ ମିଶ୍ର
ଭୁବନେଶ୍ୱର, 19 ଫେବ୍ରୁଆରି (ହି.ସ.)- ବିଧାନସଭା ନ ଚାଲିଲେ ସରକାରୀ ଦଳର ଲାଭ। ସରକାରଙ୍କୁ ଉତ୍ତର ଦେବାକୁ ପଡିବନି ବୋଲି କହିଛନ୍ତି ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର। ମୁଁ ବିରୋଧୀ ଦଳ ନେତା ଥିବାବେଳେ ସବୁବେଳେ ଆଲୋଚନା କରୁଥିଲି। ସରକାରୀ ଦଳକୁ ସମାଲୋଚନା କରୁଥି
ବିଧାନସଭା ନଚାଲିଲେ     ସରକାରଙ୍କୁ ଉତର ଦେବାକୁ ପଡିବନି- ଜୟ ନାରାୟଣ ମିଶ୍ର


ଭୁବନେଶ୍ୱର, 19 ଫେବ୍ରୁଆରି (ହି.ସ.)- ବିଧାନସଭା ନ ଚାଲିଲେ

ସରକାରୀ ଦଳର ଲାଭ। ସରକାରଙ୍କୁ ଉତ୍ତର ଦେବାକୁ ପଡିବନି ବୋଲି କହିଛନ୍ତି ବିଜେପି ବିଧାୟକ ଜୟ

ନାରାୟଣ ମିଶ୍ର। ମୁଁ ବିରୋଧୀ ଦଳ ନେତା ଥିବାବେଳେ ସବୁବେଳେ ଆଲୋଚନା କରୁଥିଲି। ସରକାରୀ ଦଳକୁ

ସମାଲୋଚନା କରୁଥିଲି। ବିରୋଧୀ ଙ୍କୁ କିଏ ବୁଦ୍ଧି ଦେଉଛି ଜାଣିନାହିଁ! ଯାହା କହିବା କଥା ସେମାନେ

ବିଧାନସଭାରେ କହି ସରକାରକୁ ଘେରି ପାରନ୍ତେ। ବିଜେଡ଼ି ଆସନ୍ତା 24 ତାରିଖରେ ଚାଷୀ ସମାବେଶ

ଭୁବନେଶ୍ଵରରେ କରିବା ପ୍ରସଙ୍ଗରେ ସେ କହିଛନ୍ତି ବିଜେଡ଼ି ସହିତ କେଉଁ ଚାଷୀ ଅଛନ୍ତି? କେହି ନାହାଁନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande