
ଭୁବନେଶ୍ୱର, 19 ଫେବ୍ରୁଆରି (ହି.ସ.)- ଅର୍ଥନୈତିକ ସର୍ଭେ ରିପୋର୍ଟ ନେଇ ବିରୋଧୀ ଦଳ ମୁଖ୍ୟ
ସଚେତକ ପ୍ରମିଳା ମଲ୍ଲିକ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ଭୁଲ ରିପୋର୍ଟ ଦେଇ
ଭୁଆଁ ବୁଲାଇଛନ୍ତି ସରକାର । କିଛି ନୂଆ ଯୋଜନା
ନାହିଁ । ବଜେଟ ଅର୍ଥ ଖର୍ଚ୍ଚ ହୋଇପାରୁନାହିଁ । ଲୋକଙ୍କ ଆୟ କେମିତି ବଢିବ ? ରାଜ୍ୟରେ କୌଣସି ଚାଷୀଙ୍କ ଆୟ ବଢ଼ି ନାହିଁ ବୋଲି
ସେ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା