
ଭୁବନେଶ୍ୱର, 19 ଫେବ୍ରୁଆରି (ହି.ସ.)- ଦ୍ୱିତୀୟ
ସରସଂଘଚାଳକ ଶ୍ରୀ ମାଧବ ସଦାଶିବରାଓ ଗୋଲୱାଲକରଙ୍କୁ ନମନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି
ପରିଡା । ଏନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରଭାତି ପରିଡା କହିଛନ୍ତି ଯେ, ରାଷ୍ଟ୍ରୀୟ
ସ୍ୱୟଂସେବକ ସଂଘର ଦ୍ୱିତୀୟ ସରସଂଘଚାଳକ ପରମ ପୂଜନୀୟ ଶ୍ରୀ ଗୁରୁଜୀ ମାଧବ ସଦାଶିବରାଓ
ଗୋଲୱାଲକରଙ୍କ ଜୟନ୍ତୀ ଅବସରରେ କୋଟି କୋଟି ପ୍ରଣାମ ଜଣାଉଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା