
ଭୁବନେଶ୍ୱର, 19 ଫେବ୍ରୁଆରି (ହି.ସ.)- ଛତ୍ରପତି ଶିବାଜୀଙ୍କୁ
ନମନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଏନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରଭାତି
ପରିଡା କହିଛନ୍ତି ଯେ,ନ୍ୟାୟ, ନୀତି ଓ ରାଷ୍ଟ୍ରହିତକୁ ସର୍ବୋପରି ମାନିଥିବା ଛତ୍ରପତି ଶିବାଜୀ
ମହାରାଜଙ୍କ ଜୟନ୍ତୀ ଅବସରରେ ନମନ।
ତାଙ୍କ ଦ୍ୱାରା ସ୍ଥାପିତ
ଆଦର୍ଶଗୁଡ଼ିକ ଆଜି ମଧ୍ୟ ସୁଶାସନ ଓ ସମର୍ପଣର ପ୍ରେରଣା ଦେଇଆସୁଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା