
ଭୁବନେଶ୍ୱର, 19 ଫେବ୍ରୁଆରି (ହି.ସ.)- ରାଜ୍ୟରେ
ବଢ଼ିପାରେ ସବଡିଭିଜନ । ନୂଆ 66 ଟି ନୂଆ
ସବଡିଭିଜନ ଗଠନ ପାଇଁ ସରକାରଙ୍କ ପାଇଁ ପ୍ରସ୍ତାବ ରହିଛି । ନୂଆ ପ୍ରସ୍ତାବ ଗୁଡିକୁ ସରକାର
ବିଚାର କରୁଛନ୍ତି । ବରଗଡ଼, ଗଞ୍ଜାମ
ଓ କୋରାପୁଟ ଜିଲାରୁ ସର୍ବାଧିକ ପ୍ରସ୍ତାବ ଆସିଛି ବୋଲି ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ
ଗୃହରେ ଉତ୍ତର ରଖିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା