
ଭୁବନେଶ୍ୱର, 20 ଫେବ୍ରୁଆରି (ହି.ସ.)- କଂଗ୍ରେସ
ଆଲୋଚନା କରିବା ପାଇଁ ମୁଲତବୀ ପ୍ରସ୍ତାବ ଦେଇଛି । ବାଚସ୍ପତିଙ୍କ ଅନୁରୋଧ ସର୍ବଦଳୀୟ ବୈଠକ ଡାକି
ଗୃହକୁ ଚଲାନ୍ତୁ ବୋଲି ଦାବି କରିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ।
ବିଧାନସଭାରେ ସରକାର କଣ ନିଷ୍ପତି ନେବେ ତାକୁ ଅପେକ୍ଷା କରିଛନ୍ତି ଚାଷୀ । କଟନୀ ଛଟନୀ ଆଗରୁ
ମଧ୍ୟ ହେଉଥିଲା ଏବେ ବି ହେଉଛି । ବିଧାନସଭା ବନ୍ଦ କରିବା କଂଗ୍ରେସର ଉଦ୍ଦେଶ୍ୟ ନୁହେଁ । ଶାସକ
ଦଳ ଓ ମୁଖ୍ୟ ବିରୋଧୀ ଦଳ ବିଜେଡ଼ି ଗୃହ ଚାଲୁ ବୋଲି ଚାହୁଁ ନାହାନ୍ତି ବୋଲି ସେ କହିଛନ୍ତି
।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା