ବିରୋଧୀ ପଳାୟନ ପନ୍ଥୀ- ଟଙ୍କଧର ତ୍ରିପାଠୀ
ଭୁବନେଶ୍ୱର, 20 ଫେବ୍ରୁଆରି (ହି.ସ.)-ବିରୋଧୀଙ୍କ ହଟ୍ଟଗୋଳ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ।ସେ କହିଛନ୍ତି ଯେ, ଆମେ ରାଜ୍ୟର ସ୍ୱାର୍ଥ ସମ୍ମଳିତ ଆଲୋଚନା ପାଇଁ ପ୍ରସ୍ତୁତ । ମୁଖ୍ୟମନ୍ତ୍ରୀ ଗତକାଲି କହି ସାରିଛନ୍ତି ଗୃହରେ । ବିରୋଧ
ବିରୋଧୀ ପଳାୟନ ପନ୍ଥୀ- ଟଙ୍କଧର     ତ୍ରିପାଠୀ


ଭୁବନେଶ୍ୱର, 20 ଫେବ୍ରୁଆରି (ହି.ସ.)-ବିରୋଧୀଙ୍କ

ହଟ୍ଟଗୋଳ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ।ସେ କହିଛନ୍ତି

ଯେ, ଆମେ ରାଜ୍ୟର ସ୍ୱାର୍ଥ ସମ୍ମଳିତ ଆଲୋଚନା ପାଇଁ ପ୍ରସ୍ତୁତ । ମୁଖ୍ୟମନ୍ତ୍ରୀ ଗତକାଲି କହି

ସାରିଛନ୍ତି ଗୃହରେ । ବିରୋଧୀ ଦଳ ଉଦ୍ଦେଶ୍ୟ ଚାଷୀ ସମସ୍ୟାର ସମାଧାନ ନୁହେଁ । ଆଜି କଂଗ୍ରେସ

ପକ୍ଷରୁ ମୁଲତବୀ ପ୍ରସ୍ତାବ ଦିଆଯାଇଛି ଚାଷୀ ପ୍ରସଙ୍ଗରେ । ତା ସତ୍ତ୍ୱେ ବି ପ୍ରଶ୍ନକାଳକୁ ବନ୍ଦ

କଲେ ବିରୋଧୀ । ଓଡିଶାବାସୀଙ୍କୁ ଭଲ ପାଇବାର ଡ୍ରାମା ନକରନ୍ତୁ । ବିରୋଧୀ ପଳାୟନପନ୍ଥୀ ।

ଓଡ଼ିଶାବାସୀ ନୂଆପଡ଼ାରେ ଜବାବ ଦେଇଛନ୍ତି ଆଗକୁ ବି ଜବାବ ଦେବେ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande