ଏ ସରକାର କାର୍ଯ୍ୟରେ ଶୁନ ଭାଷଣରେ ହିରୋ- ଧ୍ରୁବ ସାହୁ
ଭୁବନେଶ୍ୱର, 20 ଫେବ୍ରୁଆରି (ହି.ସ.)- ଏ ସରକାର କାର୍ଯ୍ୟରେ ଶୁନ ଭାଷଣରେ ହିରୋ । ଚାଷୀ ରାଜରାସ୍ତାରେ ଆନ୍ଦୋଳନ କରୁଛନ୍ତି । ସରକାର ଧାନ କିଣାରେ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି କହିଛନ୍ତି ବିଜେଡି ବିଧାୟକ ଧ୍ରୁବ ସାହୁ। ଯୋଗାଣ ମନ୍ତ୍ରୀ ଇସ୍ତଫା ଦିଅନ୍ତୁ । ପ୍
ଏ ସରକାର କାର୍ଯ୍ୟରେ ଶୁନ     ଭାଷଣରେ ହିରୋ- ଧ୍ରୁବ ସାହୁ


ଭୁବନେଶ୍ୱର, 20 ଫେବ୍ରୁଆରି (ହି.ସ.)- ଏ ସରକାର

କାର୍ଯ୍ୟରେ ଶୁନ ଭାଷଣରେ ହିରୋ । ଚାଷୀ ରାଜରାସ୍ତାରେ ଆନ୍ଦୋଳନ କରୁଛନ୍ତି । ସରକାର ଧାନ

କିଣାରେ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି

କହିଛନ୍ତି ବିଜେଡି ବିଧାୟକ ଧ୍ରୁବ ସାହୁ। ଯୋଗାଣ ମନ୍ତ୍ରୀ ଇସ୍ତଫା ଦିଅନ୍ତୁ । ପ୍ରତିଶୃତି

ଅନୁଯାୟୀ ସରକାର ସବୁ ଧାନ କିଣନ୍ତୁ । ଚାଷୀଙ୍କୁ ନୌଟଙ୍କି କହି ପରିହାସ କରିଥିବାରୁ ମୁଖ୍ୟ

କ୍ଷମା ପ୍ରାର୍ଥନା କରନ୍ତୁ । ଯେ ପର୍ଯ୍ୟନ୍ତ ସରକାର ଏ ସବୁ ଦାବି ପୂରଣ ନକରିଛନ୍ତି ଆନ୍ଦୋଳନ

ଜାରି ରହିବ ବୋଲି ସେ କହିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande