ରାଜ୍ୟରେ ମେଡିକାଲ ଓ ଇଞ୍ଜିନିୟରିଂ ପାଠପଢାରେ ଲାଗୁ ହୋଇପାରେ ସଂରକ୍ଷଣ ବ୍ୟବସ୍ଥା
ଭୁବନେଶ୍ୱର, 20 ଫେବ୍ରୁଆରି (ହି.ସ.)- ରାଜ୍ୟରେ ମେଡ଼ିକାଲ ଇଞ୍ଜିନିୟରିଂ ଓ ଅନ୍ୟାନ୍ୟ ବୈଷୟିକ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ପାଇଁ ଲାଗୁ ହୋଇପାରେ ସଂରକ୍ଷଣ ବ୍ୟବସ୍ଥା । ସଂରକ୍ଷଣ ବ୍ୟବସ୍ଥା ପାଇଁ ପ୍ରସ୍ତାବଟି ସରକାରଙ୍କ ସକ୍ରିୟ ବିଚାରଧିନରେ ରହିଛି । ପଛୁଆ ବ
ରାଜ୍ୟରେ ମେଡିକାଲ ଓ     ଇଞ୍ଜିନିୟରିଂ ପାଠପଢାରେ ଲାଗୁ ହୋଇପାରେ ସଂରକ୍ଷଣ ବ୍ୟବସ୍ଥା


ଭୁବନେଶ୍ୱର, 20 ଫେବ୍ରୁଆରି (ହି.ସ.)- ରାଜ୍ୟରେ

ମେଡ଼ିକାଲ ଇଞ୍ଜିନିୟରିଂ ଓ ଅନ୍ୟାନ୍ୟ ବୈଷୟିକ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ପାଇଁ ଲାଗୁ

ହୋଇପାରେ ସଂରକ୍ଷଣ ବ୍ୟବସ୍ଥା । ସଂରକ୍ଷଣ ବ୍ୟବସ୍ଥା ପାଇଁ ପ୍ରସ୍ତାବଟି ସରକାରଙ୍କ ସକ୍ରିୟ

ବିଚାରଧିନରେ ରହିଛି । ପଛୁଆ ବର୍ଗଙ୍କୁ ଉଚ୍ଚ ଶିକ୍ଷା କ୍ଷେତ୍ରରେ ୧୧.୫ ପ୍ରତିଶତ ସଂରକ୍ଷଣ

ଦିଆଯାଉଛି, ଅନୁସୂଚିତ ଜାତି ବର୍ଗର ଛାତ୍ରଛାତ୍ରୀ ଙ୍କୁ

୨୨.୫୦ ଓ ଅନୁସୂଚିତ ଜନଜାତି ବର୍ଗର ଛାତ୍ରଛାତ୍ରୀଙ୍କୁ ୧୬.୨୫ ପ୍ରତିଶତ ସଂରକ୍ଷଣ ଲାଗୁ ହୋଇଛି

। ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ଅନୁସୂଚିତ ଜାତି ଓ ଜନଜାତି ଏବଂ ପଛୁଆ ବର୍ଗ କଲ୍ୟାଣ

ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande