
ଭୁବନେଶ୍ୱର, 20 ଫେବ୍ରୁଆରି (ହି.ସ.)- ବିଜେବି କଲେଜ
ଅଧ୍ୟାପକଙ୍କ ନାଁରେ ଆସିଥିବା
ଅଭିଯୋଗ ଉପରେ ପ୍ରତିକ୍ରିୟା
ରଖିଛନ୍ତି ନିଜେ ଓଡ଼ିଆ ବିଭାଗ
ବିଭାଗୀୟ ମୁଖ୍ୟ । ସେ ଏହି ଅଭିଯୋଗକୁ
ଖଣ୍ଡନ କରିଛନ୍ତି । ଏହା ସମ୍ପୂର୍ଣ୍ଣ
ଭିତ୍ତିହୀନ ଓ ମିଥ୍ୟା
ବୋଲି ପ୍ରତିକ୍ରିୟା ରଖିଛନ୍ତି । ଏବେ 6 ମାସ
ଧରି ଆସିବ ପରେ
ଜାଣିଶୁଣି ମତେ ଫସାଯାଉଛି । ମୋର
କୌଣସି ଭୁଲ ନାହିଁ । ଆଇସିସି କମିଟି, ବିଭାଗ ଯିଏ
ମତେ ଡାକିବେ ଆଲୋଚନା ପାଇଁ ମୁଁ
ଯିବାକୁ ପ୍ରସ୍ତୁତ ବୋଲି ସେ କହିଛନ୍ତି
।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା