ରାଜ୍ୟରେ 12 ଜିଲ୍ଲାରେ ଅଧିକ ରହିଛି ବାଲ୍ୟ ବିବାହ
ଭୁବନେଶ୍ୱର, 21 ଫେବ୍ରୁଆରି (ହି.ସ.)- ବିଧାନସଭାରୁ ଆସିଲା ବାଲ୍ୟବିବାହ ତଥ୍ୟ ଚିନ୍ତାଜନକ । ଜାତୀୟ ହାର ଠାରୁ ରାଜ୍ୟରେ କମ ବାଲ୍ୟ ବିବାହ ହାର । ରାଜ୍ୟରେ 12 ଜିଲ୍ଲାରେ ଅଧିକ ରହିଛି ବାଲ୍ୟ ବିବାହ । ନବରଙ୍ଗପୁରରେ 39.4%, ନୟାଗଡରେ 35. 7%, କୋରାପୁଟରେ
ରାଜ୍ୟରେ 12 ଜିଲ୍ଲାରେ     ଅଧିକ ରହିଛି ବାଲ୍ୟ ବିବାହ


ଭୁବନେଶ୍ୱର, 21 ଫେବ୍ରୁଆରି (ହି.ସ.)- ବିଧାନସଭାରୁ

ଆସିଲା ବାଲ୍ୟବିବାହ ତଥ୍ୟ ଚିନ୍ତାଜନକ । ଜାତୀୟ

ହାର ଠାରୁ ରାଜ୍ୟରେ କମ ବାଲ୍ୟ ବିବାହ ହାର । ରାଜ୍ୟରେ 12 ଜିଲ୍ଲାରେ ଅଧିକ ରହିଛି ବାଲ୍ୟ

ବିବାହ । ନବରଙ୍ଗପୁରରେ 39.4%, ନୟାଗଡରେ 35. 7%, କୋରାପୁଟରେ

35.5%, ରାୟଗଡାରେ 33.2%, ମାଲକାନଗିରିରେ

32.4, ମୟୁରଭଞ୍ଜରେ 31.3%, କେନ୍ଦୁଝରରେ

29%, ଗଜପତିରେ 28.1, ବାଲେଶ୍ୱରରେ 26.4,

ବୌଦ୍ଧରେ 25.3%, ଅନୁଗୁଳରେ 25% ହାରରେ ବାଲ୍ୟ

ବିବାହ ରେକର୍ଡ କରାଯାଇଛି. ତେବେ ଜାତୀୟ ହାର 23.3% ରହିଥିବାବେଳେ ଓଡ଼ିଶାରେ 20.5%. ବାଲ୍ୟ

ବିବାହର ପାଞ୍ଚୋଟି କାରଣ : ସମାଜିକ ପ୍ରଥା ଓ ପାରମ୍ପରିକ ଧାରଣା, ଲିଙ୍ଗଭିତ୍ତିକ

ବିଷମତା, ଦାରିଦ୍ୟ, ସାମାଜିକ ଅସୁରକ୍ଷା ଏବଂ

କିଶୋରୀମାନଙ୍କ ଶିକ୍ଷାର ଅଭାବ । ବିଧାୟକ ଅମର ନାୟକଙ୍କ ପ୍ରଶ୍ନରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ

ପରିଡା ଉତ୍ତର ରଖିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande