ସାହିତ୍ୟିକ ରାଧାମୋହନ ଗଡ଼ନାୟକଙ୍କ ପୁଣ୍ୟତିଥିରେ ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, 21 ଫେବ୍ରୁଆରି (ହି.ସ.)- ସାହିତ୍ୟିକ ରାଧାମୋହନ ଗଡ଼ନାୟକଙ୍କ ପୁଣ୍ୟତିଥିରେ ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରଭାତି ପରିଡା କହିଛନ୍ତି ଯେ, ବିଶିଷ୍ଟ ସାହିତ୍ୟିକ ରାଧାମୋହନ ଗ
ରାଧାମୋହନ


ଭୁବନେଶ୍ୱର, 21 ଫେବ୍ରୁଆରି (ହି.ସ.)- ସାହିତ୍ୟିକ

ରାଧାମୋହନ ଗଡ଼ନାୟକଙ୍କ ପୁଣ୍ୟତିଥିରେ ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ମୁଖ୍ୟମନ୍ତ୍ରୀ

ମୋହନ ଚରଣ ମାଝୀ । ଏନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରଭାତି ପରିଡା କହିଛନ୍ତି ଯେ, ବିଶିଷ୍ଟ

ସାହିତ୍ୟିକ ରାଧାମୋହନ ଗଡ଼ନାୟକଙ୍କ ପୁଣ୍ୟତିଥିରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି । ତାଙ୍କ ସାହିତ୍ୟ

ସୃଷ୍ଟି,ଅତୁଟ ସମର୍ପଣ ଓ ସମାଜ ସୁଧାର ପାଇଁ ଅଦମ୍ୟ ସଂଗ୍ରାମ ଆମ ସମସ୍ତଙ୍କ

ପାଇଁ ସଦା ସର୍ବଦା ପ୍ରେରଣାର ଉତ୍ସ ହୋଇ ରହିବ । ତାଙ୍କ ଆଦର୍ଶ ଓ ଚିନ୍ତାଧାରା ଆମକୁ ଏକ

ସମାନତାମୂଳକ ଓ ସଚେତନ ସମାଜ ଗଢ଼ିବାରେ ନିରନ୍ତର ପଥପ୍ରଦର୍ଶନ କରୁଥିବ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande