ଭାଷା ଆମର ପରିଚୟ, ଭାଷା ଆମର ଗୌରବ- ନବୀନ ପଟ୍ଟନାୟକ
ଭୁବନେଶ୍ୱର, 21 ଫେବ୍ରୁଆରି (ହି.ସ.)- ଆନ୍ତର୍ଜାତିକ ମାତୃଭାଷା ଦିବସର ଶୁଭେଚ୍ଛା ଜଣାଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏନେଇ ସୋସିଆଲ ମିଡିଆ ଏକ୍ସରେ ନବୀନ କହିଛନ୍ତି ଯେ, ଭାଷା ଆମର ପରିଚୟ, ଭାଷା ଆମର ଗୌରବ। ଭାଷା ହିଁ ସମୃଦ୍ଧିର ଆଧାର। ଆମ ଭାଷା ''ଓଡ଼ିଆ''ର
ଭାଷା ଆମର ପରିଚୟ, ଭାଷା ଆମର ଗୌରବ- ନବୀନ ପଟ୍ଟନାୟକ


ଭୁବନେଶ୍ୱର, 21 ଫେବ୍ରୁଆରି (ହି.ସ.)- ଆନ୍ତର୍ଜାତିକ

ମାତୃଭାଷା ଦିବସର ଶୁଭେଚ୍ଛା ଜଣାଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏନେଇ ସୋସିଆଲ

ମିଡିଆ ଏକ୍ସରେ ନବୀନ କହିଛନ୍ତି ଯେ, ଭାଷା ଆମର ପରିଚୟ, ଭାଷା ଆମର ଗୌରବ। ଭାଷା ହିଁ ସମୃଦ୍ଧିର ଆଧାର। ଆମ ଭାଷା 'ଓଡ଼ିଆ'ର ସୁରକ୍ଷା ଓ ପ୍ରସାରରେ ଅମୂଲ୍ୟ ଅବଦାନ ରଖିଥିବା ମହାପୁରୁଷଙ୍କ

ପ୍ରତି ଅନ୍ତର୍ଜାତୀୟ ମାତୃଭାଷା ଦିବସରେ ମୋର ସମ୍ମାନ ଜଣାଉଛି। ମାତୃଭାଷାକୁ ଭଲପାଇ ଆସନ୍ତୁ

ଏହାକୁ ଆହୁରି ସୁଦୂରପ୍ରସାରୀ କରିବା।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande