
ଭୁବନେଶ୍ୱର, 21 ଫେବ୍ରୁଆରି (ହି.ସ.)- 2026ରେ ତଥ୍ୟ
ଅନୁଯାୟୀ ରାଜ୍ୟରେ ଅତିଶୟ ପୃଷ୍ଟିହୀନ ଶିଶୁ ଅଛନ୍ତି 7 ହଜାର 6ଶହ 65 । ସବୁଠାରୁ ଅଧିକ
ପୁଷ୍ଟିହୀନ ଶିଶୁ ଥିବା ଜିଲ୍ଲା ହେଉଛି ମୟୁରଭଞ୍ଜ 746, କେଉଁଝରରେ ଅଛନ୍ତି 634 ଶିଶୁ । ବିଧାୟକ ରୋମାଞ୍ଚ ବିଶ୍ୱାଳଙ୍କ
ପ୍ରଶ୍ନରେ ଉତ୍ତର ରଖିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା