ଅନ୍ତର୍ଜାତୀୟ ମାତୃଭାଷା ଦିବସର ଶୁଭେଚ୍ଛା ଜଣାଇଲେ ପ୍ରଭାତି ପରିଡା
ଭୁବନେଶ୍ୱର, 21 ଫେବ୍ରୁଆରି (ହି.ସ.)- ଅନ୍ତର୍ଜାତୀୟ ମାତୃଭାଷା ଦିବସର ଶୁଭେଚ୍ଛା ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଏନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରଭାତି ପରିଡା କହିଛନ୍ତି ଯେ, ମାଟିର ପରିଚୟ ଭାଷା । ଓଡ଼ିଆ ଭାଷା ଭଳି ଏକ ସମୃଦ୍ଧ ଭାଷାକୁ ମାତୃଭାଷ
ମାତୃଭାଷା


ଭୁବନେଶ୍ୱର, 21 ଫେବ୍ରୁଆରି (ହି.ସ.)- ଅନ୍ତର୍ଜାତୀୟ

ମାତୃଭାଷା ଦିବସର ଶୁଭେଚ୍ଛା ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଏନେଇ ସୋସିଆଲ

ମିଡିଆ ଏକ୍ସରେ ପ୍ରଭାତି ପରିଡା କହିଛନ୍ତି ଯେ, ମାଟିର ପରିଚୟ ଭାଷା । ଓଡ଼ିଆ ଭାଷା ଭଳି ଏକ

ସମୃଦ୍ଧ ଭାଷାକୁ ମାତୃଭାଷା ଭାବେ ପାଇଥିବାରୁ ଆମେ ଗର୍ବିତ ଅନୁଭବ କରିବାର ଦିନ ଅନ୍ତର୍ଜାତୀୟ

ମାତୃଭାଷା ଦିବସ ଅବସରରେ ଆପଣମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande