‘ପଦ୍ମଶ୍ରୀ’ ରାଧାମୋହନ ଗଡ଼ନାୟକଙ୍କ ସ୍ମରଣ କଲେ ପ୍ରଭାତି ପରିଡା
ଭୁବନେଶ୍ୱର, 21 ଫେବ୍ରୁଆରି (ହି.ସ.)-‘ପଦ୍ମଶ୍ରୀ’ ରାଧାମୋହନ ଗଡ଼ନାୟକଙ୍କ ସ୍ମରଣ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଏନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରଭାତି ପରିଡା କହିଛନ୍ତି ଯେ, ଓଡ଼ିଆ ଭାଷା ସାହିତ୍ୟର କାଳଜୟୀ ସ୍ରଷ୍ଟା ତଥା ମହାନ କବି ‘ପଦ୍ମଶ୍ରୀ’ ରାଧାମୋହନ
ଗଡନାୟକ


ଭୁବନେଶ୍ୱର, 21 ଫେବ୍ରୁଆରି (ହି.ସ.)-‘ପଦ୍ମଶ୍ରୀ’ ରାଧାମୋହନ ଗଡ଼ନାୟକଙ୍କ ସ୍ମରଣ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି

ପରିଡା । ଏନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରଭାତି ପରିଡା କହିଛନ୍ତି ଯେ, ଓଡ଼ିଆ ଭାଷା

ସାହିତ୍ୟର କାଳଜୟୀ ସ୍ରଷ୍ଟା ତଥା ମହାନ କବି ‘ପଦ୍ମଶ୍ରୀ’ ରାଧାମୋହନ ଗଡ଼ନାୟକଙ୍କ ତିରୋଧାନ ଦିବସରେ ବିନମ୍ର ଶ୍ରଦ୍ଧାଞ୍ଜଳି

ଜଣାଉଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande