ରାଜ୍ୟସଭା ନେଇ ପିସିସି ସଭାପତିଙ୍କ ୟୁ ଟର୍ନ
ଭୁବନେଶ୍ୱର, 21 ଫେବ୍ରୁଆରି (ହି.ସ.)- ରାଜ୍ୟସଭା ନେଇ ପିସିସି ସଭାପତିଙ୍କ ୟୁ ଟର୍ନ । ରାଜ୍ୟସଭା ପ୍ରାର୍ଥୀ ଦେବା ପ୍ରସଙ୍ଗକୁ ଏଡ଼ାଇ ଗଲେ। କହିଲେ ସମୟ ଆସିଲେ ଜଣାପଡିବ। ପୂର୍ବରୁ କହୁଥିଲେ ରାଜ୍ୟସଭା ପାଇଁ କଂଗ୍ରେସ ପ୍ରାର୍ଥୀ ଦେବ। ---------------
ରାଜ୍ୟସଭା ନେଇ ପିସିସି     ସଭାପତିଙ୍କ ୟୁ ଟର୍ନ


ଭୁବନେଶ୍ୱର, 21 ଫେବ୍ରୁଆରି (ହି.ସ.)- ରାଜ୍ୟସଭା

ନେଇ ପିସିସି ସଭାପତିଙ୍କ ୟୁ ଟର୍ନ । ରାଜ୍ୟସଭା ପ୍ରାର୍ଥୀ ଦେବା ପ୍ରସଙ୍ଗକୁ ଏଡ଼ାଇ ଗଲେ।

କହିଲେ ସମୟ ଆସିଲେ ଜଣାପଡିବ। ପୂର୍ବରୁ କହୁଥିଲେ ରାଜ୍ୟସଭା ପାଇଁ କଂଗ୍ରେସ ପ୍ରାର୍ଥୀ ଦେବ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande