ପୁରୀ ବାସିନ୍ଦାଙ୍କ ପାଇଁ ଶ୍ରୀମନ୍ଦିରରେ ହୋଇପାରେ ସ୍ୱତନ୍ତ୍ର ବ୍ୟବସ୍ଥା
ଭୁବନେଶ୍ୱର, 21 ଫେବ୍ରୁଆରି (ହି.ସ.)- ପୁରୀ ବାସିନ୍ଦାଙ୍କ ପାଇଁ ଶ୍ରୀମନ୍ଦିରରେ ହୋଇପାରେ ସ୍ୱତନ୍ତ୍ର ବ୍ୟବସ୍ଥା । ଏହି ବିଷୟରେ ଅନୁଧ୍ୟାନ କରି ମାର୍ଗଦର୍ଶିକା ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଛି ପରିଚାଳନା କମିଟି । ବିଧାନସଭାରେ ଆଇନ ମନ୍ତ୍ରୀ ଲିଖିତ ଉତ୍ତର ରଖିଛ
ପୁରୀ ବାସିନ୍ଦାଙ୍କ ପାଇଁ     ଶ୍ରୀମନ୍ଦିରରେ ହୋଇପାରେ ସ୍ୱତନ୍ତ୍ର ବ୍ୟବସ୍ଥା


ଭୁବନେଶ୍ୱର, 21 ଫେବ୍ରୁଆରି (ହି.ସ.)- ପୁରୀ

ବାସିନ୍ଦାଙ୍କ ପାଇଁ ଶ୍ରୀମନ୍ଦିରରେ ହୋଇପାରେ ସ୍ୱତନ୍ତ୍ର ବ୍ୟବସ୍ଥା । ଏହି ବିଷୟରେ ଅନୁଧ୍ୟାନ

କରି ମାର୍ଗଦର୍ଶିକା ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଛି ପରିଚାଳନା କମିଟି । ବିଧାନସଭାରେ ଆଇନ

ମନ୍ତ୍ରୀ ଲିଖିତ ଉତ୍ତର ରଖିଛନ୍ତି ।

ଜଗନ୍ନାଥ ମନ୍ଦିରରେ ପୁରୀ

ବାସୀ ଙ୍କ ପାଇଁ ସ୍ୱତନ୍ତ୍ର ସମୟ, ବାର,

ସପ୍ତାହ କିମ୍ବା ଧାଡ଼ି ଦର୍ଶନ ବ୍ୟବସ୍ଥା କରାଯିବ କି ନାହିଁ ବୋଲି ପ୍ରଶ୍ନ

କରିଥିଲେ ପୁରୀ ବିଧାୟକ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande