୫୧କିଲୋ ଗଞ୍ଜେଇ ଜବତ, ୩ଗିରଫ
ଖୋର୍ଦ୍ଧା,୧୭ ମାର୍ଚ୍ଚ (ହି.ସ.) - ଖୋର୍ଦ୍ଧା ଆଦର୍ଶ ଥାନା ଟିଏଲ୍ସି ରୋଡ୍ ବିଦ୍ୟୁତ୍ କାର୍ଯ୍ୟାଳୟ ପଛପଟ ଅଂଚଳରେ ପୁଲିସ ଚଢ଼ଉ କରି ୫୧କେଜି ଗଞ୍ଜେଇ ଜବତ କରିବା ସହିତ ନଗଦ ଦୁଇ ଲକ୍ଷ ଟଙ୍କା ଓ ଏକ ବୋଲେରୋ (ଓଡି ୦୨ବିଏମ୍ ୪୨୭୬) ଗାଡ଼ି ମଧ୍ୟ ଜବତ କରିଛି। ଘଟଣାରେ ସାନପଲ୍ଲା ଡମ ସାହିର ଦୁଇ ଜଣ ଯୁବକ ଓ
୫୧କିଲୋ ଗଞ୍ଜେଇ ଜବତ, ୩ଗିରଫ


ଖୋର୍ଦ୍ଧା,୧୭ ମାର୍ଚ୍ଚ (ହି.ସ.) - ଖୋର୍ଦ୍ଧା ଆଦର୍ଶ ଥାନା ଟିଏଲ୍ସି ରୋଡ୍ ବିଦ୍ୟୁତ୍ କାର୍ଯ୍ୟାଳୟ ପଛପଟ ଅଂଚଳରେ ପୁଲିସ ଚଢ଼ଉ କରି ୫୧କେଜି ଗଞ୍ଜେଇ ଜବତ କରିବା ସହିତ ନଗଦ ଦୁଇ ଲକ୍ଷ ଟଙ୍କା ଓ ଏକ ବୋଲେରୋ (ଓଡି ୦୨ବିଏମ୍ ୪୨୭୬) ଗାଡ଼ି ମଧ୍ୟ ଜବତ କରିଛି। ଘଟଣାରେ ସାନପଲ୍ଲା ଡମ ସାହିର ଦୁଇ ଜଣ ଯୁବକ ଓ ନରଣଗଡ ଓରାମି ଅଂଚଳର ଜଣେ ଅଭିଯୁକ୍ତ ଗିରଫ କରାଯାଇଥିବା ନେଇ ଆଜି ଖୋର୍ଦ୍ଧା ଏସଡ଼ିପିଓ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସ୍ଡିପିଓ ନିହାର ରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande