ମୋଟର ସାଇକେଲ ଚୋରି, ଥାନାରେ ଅଭିଯୋଗ
କେନ୍ଦ୍ରାପଡା,୧୭ ମାର୍ଚ୍ଚ (ହି.ସ.)- କେନ୍ଦ୍ରାପଡା ଟାଉନ ଥାନା ଅନ୍ତର୍ଗତ ଫକିରାବାଦ ଗ୍ରାମର ଜନଗହଳିପୂର୍ଣ୍ଣ ସ୍ଥାନରୁ ଏକ ହିରୋହଣ୍ଡା ମୋଟର ସାଇକେଲ ଚୋରି ହୋଇଯାଇଥିବା ନେଇ ସେକ ସଦାକତ ଉଲ୍ଲା ଟାଉନ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗରୁ ପ୍ରକାଶ ଯେ, ତାଙ୍କ ଘର ସମ୍ନାରେ ରଖିଥିବା ମୋଟର ସାଇକ
ମୋଟର ସାଇକେଲ ଚୋରି, ଥାନାରେ ଅଭିଯୋଗ


କେନ୍ଦ୍ରାପଡା,୧୭ ମାର୍ଚ୍ଚ (ହି.ସ.)- କେନ୍ଦ୍ରାପଡା ଟାଉନ ଥାନା ଅନ୍ତର୍ଗତ ଫକିରାବାଦ ଗ୍ରାମର ଜନଗହଳିପୂର୍ଣ୍ଣ ସ୍ଥାନରୁ ଏକ ହିରୋହଣ୍ଡା ମୋଟର ସାଇକେଲ ଚୋରି ହୋଇଯାଇଥିବା ନେଇ ସେକ ସଦାକତ ଉଲ୍ଲା ଟାଉନ ଥାନାରେ ଅଭିଯୋଗ କରିଛନ୍ତି ।

ଅଭିଯୋଗରୁ ପ୍ରକାଶ ଯେ, ତାଙ୍କ ଘର ସମ୍ନାରେ ରଖିଥିବା ମୋଟର ସାଇକେଲକୁ କେହି ନେଇଯାଇଥିବା ସିସି କ୍ୟାମେରାରୁ ଜଣାପଡିବା ପରେ ପୋଲିସ ଘଟଣାର ତଦନ୍ତ କରୁଥିବା ଜଣାପଡିଛି ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande