
ଭୁବନେଶ୍ୱର, 17 ମାର୍ଚ୍ଚ (ହି.ସ.)-ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଙ୍ଗ କରିଥିବା
ବିଜେଡି ବିଧାୟକଙ୍କ ପ୍ରସଙ୍ଗରେ ଦଳର ନିଷ୍ପତି ସ୍ପଷ୍ଟ | ଖୁବ ଶୀଘ୍ର ସେ ବାବଦରେ ଅବଗତ
ହେବେ ବୋଲି କହିଛନ୍ତି ବିଜେଡି ବିଧାୟକ ଗଣେଶ୍ୱର ବେହେରା | ଦଳୀୟ ନିର୍ଦ୍ଧେଶର ଦଳର ନୀତିରେ, ଶୃଙ୍ଖଳାର ବିରୁଦ୍ଧଚାରଣ କରିଥିବା
ବ୍ୟକ୍ତିଙ୍କୁ ଦଳ କ୍ଷମା ଦେବନି | ଯାହା କହୁଛନ୍ତି ଅଭିଯୋଗ କହିବା ପାଇଁ କୁହାଯାଉଛି | ଏହାର ଗ୍ରହଣୀୟତା ନାହିଁ | ସମୟ ଆସେ ଏଭଳି ସାମ୍ନା କରିବାକୁ
ପଡେ | ଏହା ଦୁର୍ଭାଗ୍ୟ ଆମର |
କଷି କସାଇ ଧନ ଦେବ ନହଲେ ବାହୁଡେଇ ଦେବ ବୋଲି ସେ କହିଛନ୍ତି |
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା