ଉଭୟ ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲା କଂଗ୍ରେସ
ଭୁବନେଶ୍ୱର, 17 ମାର୍ଚ୍ଚ (ହି.ସ.)- ଉଭୟ ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲା କଂଗ୍ରେସ । କଂଗ୍ରେସ ବିଧାୟକ ରାଜନ ଏକ୍କା କହିଛନ୍ତି ଯେ, ଏସସିବି ଭଳି ମେଡିକାଲରେ ଅଗ୍ନି ନିରାପତ୍ତା କାମ କରୁନାହିଁ । ତଦାରଖ କାମ ନେଇଥିବା ଠିକା ସଂସ୍ଥାକୁ କା
ଉଭୟ ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି     କଲା କଂଗ୍ରେସ


ଭୁବନେଶ୍ୱର, 17 ମାର୍ଚ୍ଚ (ହି.ସ.)- ଉଭୟ ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ

ଇସ୍ତଫା ଦାବି କଲା କଂଗ୍ରେସ । କଂଗ୍ରେସ ବିଧାୟକ ରାଜନ ଏକ୍କା କହିଛନ୍ତି ଯେ, ଏସସିବି ଭଳି

ମେଡିକାଲରେ ଅଗ୍ନି ନିରାପତ୍ତା କାମ କରୁନାହିଁ । ତଦାରଖ କାମ ନେଇଥିବା ଠିକା ସଂସ୍ଥାକୁ

କାହିଁକି ଘଣ୍ଟ ଘୋଡାଉଛନ୍ତି ସରକାର । ଏସସିବିକୁ ଏମ୍ସ ପ୍ଲସ କରାଯିବ କୁହାଯାଉଛି । ହେଲେ ଲୋକ

ଜୀବନ ବଞ୍ଚାଇବାକୁ ଯାଇ ଜୀବନ ହାରିକି ଆସୁଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande