କ୍ରସ୍ ଭୋଟିଂ ପାଇଁ କଂଗ୍ରେସରୁ ନିଲମ୍ବନ ହେଲେ ୩ ବିଧାୟକ
ଭୁବନେଶ୍ୱର, 17 ମାର୍ଚ୍ଚ (ହି.ସ.)- କ୍ରସ୍ ଭୋଟିଂ ପାଇଁ କଂଗ୍ରେସରୁ ନିଲମ୍ବନ ହେଲେ ୩ ବିଧାୟକ । ରାଜ୍ୟସଭା ନିର୍ବାଚନରେ ଦଳୀୟ ଶୃଙ୍ଖଳା ଭଙ୍ଗ କରିବାରୁ ବିଧାୟକ ମାନଙ୍କୁ କରିଛି ନିଲମ୍ବନ । 3 ନିଲମ୍ବିତ ବିଧାୟକ ହେଲେ ସୋଫିଆ ଫିର୍ଦ୍ଦୋସ, ରମେଶ ଜ
କ୍ରସ୍ ଭୋଟିଂ ପାଇଁ କଂଗ୍ରେସରୁ ନିଲମ୍ବନ ହେଲେ ୩ ବିଧାୟକ


ଭୁବନେଶ୍ୱର, 17 ମାର୍ଚ୍ଚ (ହି.ସ.)- କ୍ରସ୍ ଭୋଟିଂ ପାଇଁ କଂଗ୍ରେସରୁ ନିଲମ୍ବନ ହେଲେ

୩ ବିଧାୟକ । ରାଜ୍ୟସଭା ନିର୍ବାଚନରେ ଦଳୀୟ

ଶୃଙ୍ଖଳା ଭଙ୍ଗ କରିବାରୁ ବିଧାୟକ

ମାନଙ୍କୁ କରିଛି ନିଲମ୍ବନ ।

3 ନିଲମ୍ବିତ ବିଧାୟକ ହେଲେ ସୋଫିଆ ଫିର୍ଦ୍ଦୋସ, ରମେଶ ଜେନା, ଦାଶରଥି ଗମାଙ୍ଗ । ଦଳୀୟ ହୁଇପ୍ ଉଲ୍ଲଘଂନ କରି ବିଜେପି ସମର୍ଥିତ ପ୍ରାର୍ଥୀଙ୍କୁ ଭୋଟ୍

ଦେଇଥିଲେ । ଦଳୀୟ ଶୃଙ୍ଖଳା ଭଙ୍ଗ କରିଥିବାରୁ ପ୍ରଦେଶ କଂଗ୍ରେସ କମିଟି ଆକ୍ସନ୍ ନେଇଛି । ଏନେଇ

ଓଡ଼ିଶା ପ୍ରଦେଶ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କମିଟିର ଅଧ୍ୟକ୍ଷ ସୁଜିତ ପାଢୀ ସୂଚନା ଦେଇଛନ୍ତି

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande