
ଭୁବନେଶ୍ୱର, 17 ମାର୍ଚ୍ଚ (ହି.ସ.)- ସୌମ୍ୟଙ୍କୁ କାଉଣ୍ଟର କରି ବଡ ବୟାନ ଦେଲେ ବରିଷ୍ଠ ବିଜେପି ବିଧାୟକ ଜୟନାରାୟଣ ମିଶ୍ର । ସେ କହିଛନ୍ତି
ଯେ, ଓଡ଼ିଆ ଅସ୍ମିତା ଜିତିଛି । କେନ୍ଦ୍ର
ନେତୃତ୍ଵ ଚାହିଁଥିଲା 3 ଟିରୁ ଗୋଟିଏ ରାଜ୍ୟସଭା ସିଟରେ ବାହାର ରାଜ୍ୟର ଜଣଙ୍କୁ ପଠାଇବାକୁ । ଆମେ କିନ୍ତୁ ତାକୁ ପ୍ରତିହତ କଲୁ । ଓଡ଼ିଆ ଅସ୍ମିତା
ଜିତିଲା । ଆମେ କାହାକୁ ଟଙ୍କାରେ କିଣି ନାହୁଁ ବୋଲି ସେ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା