
ଭୁବନେଶ୍ୱର, 17 ମାର୍ଚ୍ଚ (ହି.ସ.)- ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି
କଂଗ୍ରେସ । କଂଗ୍ରେସ ବିଧାୟକ ତାରା ବାହିନିପତି କହିଛନ୍ତି ଯେ, ସମ୍ ହସ୍ପିଟାଲରେଅଗ୍ନିକାଣ୍ଡରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଇସ୍ତଫା ଦେଇଥିଲେ। ହସ୍ପିଟାଲମାଲିକ ଗିରଫ୍ ହୋଇଥିଲେ। କିନ୍ତୁ ଏସସିବିରେ
12 ଜଣ ରୋଗୀଙ୍କ ମୃତ୍ୟୁ ପରେ ବି ସ୍ୱାସ୍ଥ୍ୟ ମନ୍ତ୍ରୀ ହସୁଛନ୍ତି। ଯାହାକି ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି କଂଗ୍ରେସ
ବିଧାୟକ ତାରା ପ୍ରସାଦ ବାହିନୀତି। ଏହି ଘଟଣାରେ ତୁରନ୍ତ ସ୍ୱାସ୍ଥ୍ୟ ମନ୍ତ୍ରୀ ଇସ୍ତଫା ଦିଅନ୍ତୁ
ବୋଲି ସେ ଦାବି କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା