ରାଷ୍ଟ୍ରିୟ ସଂସ୍କୃତିର ନୂଆବର୍ଷ ପାଇଁପ୍ରଚାର ସମିତିର ପ୍ରସ୍ତୁତି ବୈଠକ
ଭଦ୍ରକ, ୧୭ ମାର୍ଚ୍ଚ (ହି.ସ.) -ଆଗାମୀ ମହାବିଷୁବ ସଂକ୍ରାନ୍ତି କେବଳ ଉତ୍କଳୀୟ ସଂସ୍କୃତି ନେୁହଁ ମହାଭାରତୀୟ ସଂସ୍କୃତିର ନୂଆବର୍ଷ ରୂପେର ପରିଗଣିତ ହୋଇଥାଏ। ଏହି ନୂତନ ବଷର୍ରେ ଜଗତର ପାଳକ ଶ୍ରୀ ଜଗନ୍ନାଥଙ୍କୁ ଆରାଧନା କରିବା, ଏକ ମହତ କାର୍ଯ୍ୟରେୂପ ପରିଗଣିତ। ଏହି ପରେିପ୍ରକ୍ଷେୀର ପ୍ରତିବର୍ଷ ପରି
rastiya sanskruti


ଭଦ୍ରକ, ୧୭ ମାର୍ଚ୍ଚ (ହି.ସ.) -ଆଗାମୀ ମହାବିଷୁବ ସଂକ୍ରାନ୍ତି କେବଳ ଉତ୍କଳୀୟ ସଂସ୍କୃତି ନେୁହଁ ମହାଭାରତୀୟ ସଂସ୍କୃତିର ନୂଆବର୍ଷ ରୂପେର ପରିଗଣିତ ହୋଇଥାଏ। ଏହି ନୂତନ ବଷର୍ରେ ଜଗତର ପାଳକ ଶ୍ରୀ ଜଗନ୍ନାଥଙ୍କୁ ଆରାଧନା କରିବା, ଏକ ମହତ କାର୍ଯ୍ୟରେୂପ ପରିଗଣିତ। ଏହି ପରେିପ୍ରକ୍ଷେୀର ପ୍ରତିବର୍ଷ ପରି ଚଳିତବର୍ଷ ଶ୍ରୀଜଗନ୍ନାଥ ଦଶର୍ନ ପ୍ରଚାର ସମିତି ପକ୍ଷରୁ ଏହି ପାଳନ ନିମେନ୍ତ ଏକ ପ୍ରସ୍ତୁତି ବୈଠକ ଭଦ୍ରକସ୍ଥ ଶ୍ରୀ ବାଳେଗାପାଳ ମନ୍ଦିରେର ସମିତିର ମୁଖ୍ୟ ପରିଚାଳକ ପ.ଭାଗୀରଥି ନନ୍ଦ ଶର୍ମାଙ୍କ ଅଧ୍ୟକ୍ଷତୋର ଅନୁଷ୍ଠିତ ହୋଇଥିଲା। ଏଥେôର ପ୍ରଚାର ସମିତିର ମୁଖ୍ୟ ଆବାହକ ଶରତ କୁମାର ସାହୁ ଶ୍ରୀଜଗନ୍ନାଥଙ୍କୁ ସ୍ମରଣ ପୂବର୍କ ବାବା ଆଖଣ୍ଡଳମଣୀଙ୍କ ଆରଡ଼ି ପୀଠ ଠୋର ଅନୁଷ୍ଠିତ ହୋଇଯାଇଥିବା ମହା ସଂସ୍କୃତିର ଜାଗରଣ ଯାତ୍ରାର ରୂପେରଖ ଓ ଆୟ ବ୍ୟୟ ଉପସ୍ଥାପନା କରିଥେôଲ। ଆସନ୍ତା ମହାବିଷୁବ ସଂକ୍ରାନ୍ତେିର ଶ୍ରୀଜଗନ୍ନାଥଙ୍କ ଆରାଧନା ସହ ଆଧ୍ୟାତ୍ମିକ ସଭା ଅନୁଷ୍ଠିତ କରିବାପାଇଁ ଡ଼ଗମୁଣ୍ଡ ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରେର ପାଳନ କରାଯିବାକୁ ସ୍ଥିର କରାଯାଇଥିଲା। ଏହି ଅୋଲାଚନା ସଭୋର ସେନଇ ଶିଅଳ, ବାବୁଲା ଦାସ, ଜଗବନ୍ଧୁ ରାମ, ନାରାୟଣ ପ୍ରଧାନ, ଲକ୍ଷ୍ମୀଧର ଖଟୁଆ, ରୋଜନ୍ଦ୍ର ପ୍ରସାଦ ଅଗସ୍ତି, ପ୍ରଶାନ୍ତ କୁମାର ଦେ, ସେନ୍ତାଷ କୁମାର ଦାଶ, କାଳନ୍ଦୀ ଚରଣ ପାଣି, ପ୍ରମୁଖ ଯୋଗଦାନ କରିଥେôଲ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

---------------

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande