କ୍ରସ ଭୋଟିଂ କରିଥିବା  ବିଧାୟକ ମାନଙ୍କ ନୀତି, ଆଦର୍ଶ  ନାହିଁ- ସୁର ରାଉତରାୟ
ଭୁବନେଶ୍ୱର, 17 ମାର୍ଚ୍ଚ (ହି.ସ.)- କ୍ରସ ଭୋଟିଂ କରିଥିବା ବିଧାୟକ ମାନଙ୍କ ନୀତି, ଆଦର୍ଶ ନାହିଁ ବୋଲି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ କହିଛନ୍ତି । ସେ କହିଛନ୍ତି ଯେ, ସେମାନେ ଦଳ ପ୍ରତି ଅସମ୍ମାନ କରିଛନ୍ତି । ନିଜ ପରିଚୟକୁ ବିକ୍ରି କରିଛନ୍ତି । ଯାହାକି
କ୍ରସ ଭୋଟିଂ କରିଥିବା  ବିଧାୟକ ମାନଙ୍କ ନୀତି, ଆଦର୍ଶ  ନାହିଁ- ସୁର ରାଉତରାୟ


ଭୁବନେଶ୍ୱର, 17 ମାର୍ଚ୍ଚ (ହି.ସ.)- କ୍ରସ ଭୋଟିଂ କରିଥିବା ବିଧାୟକ ମାନଙ୍କ ନୀତି, ଆଦର୍ଶ ନାହିଁ ବୋଲି ବରିଷ୍ଠ କଂଗ୍ରେସ

ନେତା ସୁର ରାଉତରାୟ କହିଛନ୍ତି । ସେ କହିଛନ୍ତି ଯେ, ସେମାନେ ଦଳ

ପ୍ରତି ଅସମ୍ମାନ କରିଛନ୍ତି । ନିଜ ପରିଚୟକୁ ବିକ୍ରି କରିଛନ୍ତି । ଯାହାକି ନିନ୍ଦନୀୟ । ପିସିସିଯାହା କାର୍ଯ୍ୟାନୁଷ୍ଠାନ ନେଇଛନ୍ତି

ତାହା ଆବଶ୍ୟକ ଥିଲା ବୋଲି ସେ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande