ଦେଶବାସୀଙ୍କୁ ନୂଆ ସଂଭତ୍ସରର ଶୁଭକାମନା ଜଣାଇଲେ ପିଏମ ମୋଦି
ନୂଆଦିଲ୍ଲୀ, 19 ମାର୍ଚ୍ଚ (ହି.ସ.)- ଦେଶବାସୀଙ୍କୁ ନୂଆ ସଂଭତ୍ସରର ଶୁଭକାମନା ଜଣାଇଛନ୍ତି ପିଏମ ମୋଦି । ଏନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଦେଶବାସୀଙ୍କୁ ନୂଆ ସଂଭତ୍ସରର ଅନନ୍ତ ଶୁଭକାମନା । ଏହି ନୂଆ ବର୍ଷ ଆପଣ ସମସ୍ତଙ୍କ ଜୀବନରେ ସାହସ,
ଦେଶବାସୀଙ୍କୁ ନୂଆ ସଂଭତ୍ସରର     ଶୁଭକାମନା ଜଣାଇଲେ ପିଏମ ମୋଦି


ନୂଆଦିଲ୍ଲୀ, 19 ମାର୍ଚ୍ଚ (ହି.ସ.)- ଦେଶବାସୀଙ୍କୁ

ନୂଆ ସଂଭତ୍ସରର ଶୁଭକାମନା ଜଣାଇଛନ୍ତି ପିଏମ ମୋଦି । ଏନେଇ ସୋସିଆଲ ମିଡିଆ ଏକ୍ସରେ

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଦେଶବାସୀଙ୍କୁ ନୂଆ ସଂଭତ୍ସରର ଅନନ୍ତ ଶୁଭକାମନା । ଏହି ନୂଆ

ବର୍ଷ ଆପଣ ସମସ୍ତଙ୍କ ଜୀବନରେ ସାହସ, ଆତ୍ମବିଶ୍ୱାସ ଓ ସେବାର ଭାବନାକୁ ଆହୁରି ସଶକ୍ତ କରୁ,

ଯାହା ଦେଶ ନିର୍ମାଣର ଉଦ୍ୟମକୁ ବି ନୂଆ ସୁଦୃଢତା ପ୍ରଦାନ କରୁ ଏହି କାମନା କରୁଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande