ଯୁବକକୁ ଗୁଳି ମାଡ
ଗଞାମ, ୨ ମାର୍ଚ୍ଚ (ହି.ସ.)- ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଶୁଣ୍ଡିବାଙ୍କ ଅରଖପୁର ଗାଁ ରେ ଆଜି ମଧ୍ୟାହ୍ନରେ ସାଗର ବେହରା ନାମକ ଜଣେ ଯୁବକକୁ ଗୁଳି ମାଡ ହୋଇଛି। ମୁଖାପିନ୍ଧା ଯୁବକ ଆସି ଗୁଳିମାଡ଼ କରି ଫେରାର ହୋଇଯାଇଥିଲା। ସାଗରର ଡାହାଣ ଗୋଡ଼ରେ ଗୁଳି ମାଡ଼ ହୋଇଛି। କିଛିଦିନ ପୂର୍ବେ ସାଗର ସୁରଥର
ଯୁବକକୁ ଗୁଳି ମାଡ


ଗଞାମ, ୨ ମାର୍ଚ୍ଚ (ହି.ସ.)- ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଶୁଣ୍ଡିବାଙ୍କ ଅରଖପୁର ଗାଁ ରେ ଆଜି ମଧ୍ୟାହ୍ନରେ ସାଗର ବେହରା ନାମକ ଜଣେ ଯୁବକକୁ ଗୁଳି ମାଡ ହୋଇଛି। ମୁଖାପିନ୍ଧା ଯୁବକ ଆସି ଗୁଳିମାଡ଼ କରି ଫେରାର ହୋଇଯାଇଥିଲା। ସାଗରର ଡାହାଣ ଗୋଡ଼ରେ ଗୁଳି ମାଡ଼ ହୋଇଛି।

କିଛିଦିନ ପୂର୍ବେ ସାଗର ସୁରଥରୁ ଘରକୁଫେରିଥିଲା। ଗୁରୁତର ଅଵସ୍ଥାରେ ଚିକିତ୍ସା ପାଇଁ ତାଙ୍କୁ ଵ୍ରହ୍ମପୁର ଵଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande