ରାଜ୍ୟସଭା ରେସ୍ : ୧୬ ସେଟ୍ ଫର୍ମ ନେଲା ବିଜେପି
ଭୁବନେଶ୍ୱର ,୦୨ ମାର୍ଚ୍ଚ (ହି.ସ)- ରାଜ୍ୟସଭା ନିର୍ବାଚନ ପାଇଁ ୧୬ ସେଟ୍ ଫର୍ମ ନେଇଛି ବିଜେପି । ରିଟର୍ଣ୍ଣିଂ ଅଫିସରଙ୍କ ପାଖରୁ ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ ଓ ଅନ୍ୟ ୫ ବିଧାୟକ ୧୬ ସେଟ୍ ଫର୍ମ ନେଇଛନ୍ତି। ତେଣୁ ୩ ନୁହେଁ ସମସ୍ତ ୪ଟି ଆସନରେ ବିଜେପି ପ୍ରାର୍ଥୀ ଦେଇପାରେ ବୋଲି ଅନୁମାନ କରା
ରାଜ୍ୟସଭା ରେସ୍ : ୧୬ ସେଟ୍ ଫର୍ମ ନେଲା ବିଜେପି


ଭୁବନେଶ୍ୱର ,୦୨ ମାର୍ଚ୍ଚ (ହି.ସ)- ରାଜ୍ୟସଭା ନିର୍ବାଚନ ପାଇଁ ୧୬ ସେଟ୍ ଫର୍ମ ନେଇଛି ବିଜେପି । ରିଟର୍ଣ୍ଣିଂ ଅଫିସରଙ୍କ ପାଖରୁ ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ ଓ ଅନ୍ୟ ୫ ବିଧାୟକ ୧୬ ସେଟ୍ ଫର୍ମ ନେଇଛନ୍ତି। ତେଣୁ ୩ ନୁହେଁ ସମସ୍ତ ୪ଟି ଆସନରେ ବିଜେପି ପ୍ରାର୍ଥୀ ଦେଇପାରେ ବୋଲି ଅନୁମାନ କରାଯାଉଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande