
ଭୁବନେଶ୍ୱର, 02 ମାର୍ଚ୍ଚ (ହି.ସ.)- ଏସଓପି ଅନୁସାରେ ହିଟ ୱେବ
ପାଇଁ ପ୍ରସ୍ତୁତ ସବୁ ମେଡିକାଲ । ଏନେଇ
ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ କହିଛନ୍ତି । ଏସଓପି ଅନୁସାରେ ହିଟ ୱେବ ପାଇଁ
ପ୍ରସ୍ତୁତ ସବୁ ମେଡିକାଲ । ହିଟୱେବ ଚିକିତ୍ସା ପାଇଁ ମେଡିକାଲରେ ରହିବ ସ୍ୱତନ୍ତ୍ର ରୁମ । ବିଭାଗ
ତରଫରୁ ହିଟ ଓ୍ୱେବ ପାଇଁ ସମସ୍ତଙ୍କୁ ସଚେତନ କରାଯାଉଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା