ରାଜ୍ୟରେ ପର୍ଯ୍ୟାପ୍ତ ମହଜୁତ ଅଛି ଏଚପିଭିଟୀକା - ସ୍ୱାସ୍ଥ୍ୟ ମନ୍ତ୍ରୀ
ଭୁବନେଶ୍ୱର, 02 ମାର୍ଚ୍ଚ (ହି.ସ.)- ରାଜ୍ୟରେ ପର୍ଯ୍ୟାପ୍ତ ଏଚପିଭିଟୀକା ମହଜୁତ ଅଛି । ରାଜ୍ୟର କିଛି ଚିକିତ୍ସାଳୟରେ ଟୀକାକରଣ ଆରମ୍ଭ ହୋଇସାରିଛି । ସ୍କୁଲ ଓ ଗଣଶିକ୍ଷା ବିଭାଗର ତଥ୍ୟ ଆଧାରରେ କିଶୋରୀ ଛାତ୍ରୀଙ୍କୁ ଚିହ୍ନଟ କରାଯାଇଛି । 3 ମାସ ଭିତରେ ସମସ୍ତ 3 ଲକ୍ଷ 36 ହଜାର
ରାଜ୍ୟରେ ପର୍ଯ୍ୟାପ୍ତ ମହଜୁତ ଅଛି ଏଚପିଭିଟୀକା - ସ୍ୱାସ୍ଥ୍ୟ ମନ୍ତ୍ରୀ


ଭୁବନେଶ୍ୱର, 02 ମାର୍ଚ୍ଚ (ହି.ସ.)- ରାଜ୍ୟରେ ପର୍ଯ୍ୟାପ୍ତ ଏଚପିଭିଟୀକା ମହଜୁତ ଅଛି । ରାଜ୍ୟର କିଛି ଚିକିତ୍ସାଳୟରେ ଟୀକାକରଣ ଆରମ୍ଭ

ହୋଇସାରିଛି । ସ୍କୁଲ ଓ ଗଣଶିକ୍ଷା ବିଭାଗର ତଥ୍ୟ ଆଧାରରେ କିଶୋରୀ ଛାତ୍ରୀଙ୍କୁ ଚିହ୍ନଟ

କରାଯାଇଛି । 3 ମାସ ଭିତରେ ସମସ୍ତ 3 ଲକ୍ଷ 36 ହଜାର

କିଶୋରୀ ଛାତ୍ରୀଙ୍କୁ ଟୀକା ଦିଆଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ

କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande