
ଭୁବନେଶ୍ୱର, 02 ମାର୍ଚ୍ଚ (ହି.ସ.)- ରାଜ୍ୟସଭା ନିର୍ବାଚନ
ବିଜେଡିକୁ କ୍ରସ ଭୋଟିଂ ଭୟ | ବିଜେଡି ସୁପ୍ରିମୋ
ଜାରି କରିବେ ହୁଇପ | କିଏ କେମିତି
ଭୋଟ ଦେବ ଦଳର ରଣନୀତି ହେବ | ସଭାପତି
ଦାୟିତ୍ୱ ଦେବେ ଜଣଙ୍କୁ ତାଙ୍କୁ ଦେଖେଇକି ଭୋଟ ଦେବୁ | କିଏ ଏପଟ ସେପଟ କଲେ କାର୍ଯ୍ୟାନୁଷ୍ଠାନ ହେବ | 5 ତାରିଖରେ ବିଜେଡି ପାର୍ଥି କରିବେ ନୋମିନେସନ | ସମସ୍ତ ବିଧାୟକ ପ୍ରେଜେଣ୍ଟ ରହିବେ | ଦୁଇଟି ପ୍ରାର୍ଥିକୁ ଜିତାଇବାକୁ ସମସ୍ତେ ଲାଗିବେ | କଂଗ୍ରେସ ସମର୍ଥନ ଦେଇଛନ୍ତି ସେମାନେ ବି ହୁଇପ ଜାରି କରିବେ | ନିଲମ୍ବନ ଦୁଇ ବିଧାୟକଙ୍କ ଉପରେ ନିର୍ଭର କରେ | ବିଜେଡି ସିମ୍ବଲରେ ଜିତିଛନ୍ତି ଦଳରେ ନାହାନ୍ତି ସେମାନେ ଚାହିଁଲେ ଆମ
କ୍ୟାଣ୍ଡେଣ୍ଟକୁ ଭୋଟ ଦେବା ଦରକାର | ନୂଆ ବିଧାୟକଙ୍କୁ
ଟ୍ରେନିଂ ଦେବା ଆବଶ୍ୟକ | କ୍ରସ
ଭୋଟିଙ୍ଗ ହୋଇପାରେ ବୋଲି ବିଜେଡି ବିଧାୟକ ପ୍ରଦୀପ ଦିଶାରୀ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା