ଚୈତ୍ର ମଙ୍ଗଳବାର ମଙ୍ଗଳା ମାତାଙ୍କ ପୂଜନ, ଦେବୀ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
ବଲାଙ୍ଗୀର,୨୪ ମାର୍ଚ୍ଚ(ହି.ସ.) – ନବରାତ୍ର ର ଆଜି ୬ ନମ୍ବର ଦିନ ମଙ୍ଗଳବାର ହେତୁ ଆଜି ଘରେ ଘରେ ମା ମଙ୍ଗଳାଙ୍କ ପୂଜନ ସମସ୍ତଙ୍କ ଘର ଆଗରେ ଲିପା ପୋଛା କରି ମତା ସିତଲାମତାଙ୍କୁ ଛେନା ପଣା ଦେଇ ଗୃହିଣୀମାନେ ଘର ଭିତରେ ମାତାଙ୍କ ପୂଜର୍ଚ୍ଚନା ହୋଇଯାଇଛି। ନବ ରାତ୍ର ପୂଜା ସବୁ ଦେବୀ ପୀଠ ରେ ହେଉଥିବାବେ
ଚୈତ୍ର ମଙ୍ଗଳବାର ମଙ୍ଗଳା, ମାତା ଙ୍କ ପୂଜନ ଦେବୀ ପୀଠ ରେ ଶ୍ରଦ୍ଧାଳୁ ଙ୍କ ଭିଡ଼


ଚୈତ୍ର ମଙ୍ଗଳବାର ମଙ୍ଗଳା, ମାତା ଙ୍କ ପୂଜନ ଦେବୀ ପୀଠ ରେ ଶ୍ରଦ୍ଧାଳୁ ଙ୍କ ଭିଡ଼


ବଲାଙ୍ଗୀର,୨୪ ମାର୍ଚ୍ଚ(ହି.ସ.) – ନବରାତ୍ର ର ଆଜି ୬ ନମ୍ବର ଦିନ ମଙ୍ଗଳବାର ହେତୁ ଆଜି ଘରେ ଘରେ ମା ମଙ୍ଗଳାଙ୍କ ପୂଜନ ସମସ୍ତଙ୍କ ଘର ଆଗରେ ଲିପା ପୋଛା କରି ମତା ସିତଲାମତାଙ୍କୁ ଛେନା ପଣା ଦେଇ ଗୃହିଣୀମାନେ ଘର ଭିତରେ ମାତାଙ୍କ ପୂଜର୍ଚ୍ଚନା ହୋଇଯାଇଛି। ନବ ରାତ୍ର ପୂଜା ସବୁ ଦେବୀ ପୀଠ ରେ ହେଉଥିବାବେଳେ ମା ସମଲେଶ୍ୱରୀ ମା ଦୁର୍ଗା ମନ୍ଦିର, ଗାୟତ୍ରୀ ପୀଠ ଗୋପାଳଜୀ ମନ୍ଦୀର ଓପ ଟନେଶ୍ୱରି ମନ୍ଦୀର ରେ ସ୍ୱତନ୍ତ୍ର ପୂଜାସର, ପାଠ ଅନୁଷ୍ଟିତ ହେଉଚି, ସ୍ୱତନ୍ତ୍ର ଭାବରେ ହୋମରେ ଚଣ୍ଡି ପାଠ ସହିତ ମାତାଙ୍କୁ ଆହୁତି ଦିଆଯାଇଛି। ଚୈତ୍ର ମାସର ଆରମ୍ଭ ଦେବୀ ପକ୍ଷ ସବୁଦିନ ବିଶେଷ ପୂଜା ଓ ପ୍ରତି ମଙ୍ଗଳବାର ରେ ଏହି ମନ୍ଦିର ଗୁଡ଼ିକରେ ଅଧିକ ଶ୍ରଦ୍ଧାଳୁ ମା’ଙ୍କ ଦର୍ଶନ ଓ ପୂଜନ ପାଇଁ ଭିଡ଼ ଜମୁଛି।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande