ବିଏମସି ଅଂଚଳରେ ୮୦ ବିଜ୍ଞାପନ ହୋର୍ଡିଂକୁ ଉଚ୍ଛେଦ କରାଯାଇଛି
ଭୁବନେଶ୍ୱର, 24 ମାର୍ଚ୍ଚ (ହି.ସ.)- ବିଏମସି ଅଞ୍ଚଳରେ ବେଆଇନ ହୋର୍ଡିଙ୍ଗ । ଭୁବନେଶ୍ବର ମହାନଗର ନିଗମାଞ୍ଚଳରୁ ଗତ ୨୦୨୫ ଏପ୍ରିଲରୁ 2026 ଫେବୃଆରୀ ଭିତରେ ବିଏମସିଦ୍ବାରା ଗଠନ ହୋଇଥିବା ସ୍କାର୍ଡ ଦ୍ବାରା ପ୍ରାୟ ୮୦ ବିଜ୍ଞାପନ ହୋର୍ଡିଂକୁ ଉଚ୍ଛେଦ କରାଯାଇଛି ।ଏନେଇ ଗୃହକୁ
ବିଏମସି ଅଂଚଳରେ ୮୦ ବିଜ୍ଞାପନ ହୋର୍ଡିଂକୁ ଉଚ୍ଛେଦ କରାଯାଇଛି


ଭୁବନେଶ୍ୱର, 24 ମାର୍ଚ୍ଚ (ହି.ସ.)- ବିଏମସି ଅଞ୍ଚଳରେ ବେଆଇନ

ହୋର୍ଡିଙ୍ଗ । ଭୁବନେଶ୍ବର ମହାନଗର ନିଗମାଞ୍ଚଳରୁ ଗତ ୨୦୨୫ ଏପ୍ରିଲରୁ 2026 ଫେବୃଆରୀ ଭିତରେ ବିଏମସିଦ୍ବାରା ଗଠନ ହୋଇଥିବା ସ୍କାର୍ଡ ଦ୍ବାରା ପ୍ରାୟ ୮୦ ବିଜ୍ଞାପନ

ହୋର୍ଡିଂକୁ ଉଚ୍ଛେଦ କରାଯାଇଛି ।ଏନେଇ ଗୃହକୁ

ଅବଗତ କରିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ପାତ୍ର ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande