
ଭୁବନେଶ୍ୱର, 24 ମାର୍ଚ୍ଚ (ହି.ସ.)- ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳ ଅଧୀନରେ ଅଛି 12ଟି ଭେଣ୍ଡିଂ ଜୋନ । ସେଥିରେ 710 ଦୋକାନୀଙ୍କୁ 744 ଦୋକାନ ଆବଣ୍ଟନ
ହୋଇଛି । ଆଗକୁ ଆହୁରି 12 ଟି ନୂଆ ଭେଣ୍ଡିଂ
ଜୋନ ନିର୍ମାଣ ପାଇଁ ପଦକ୍ଷେପ ନିଆଯାଉଛି । ଏନେଇ ଗୃହରେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ
ମହାପାତ୍ର ଉତର ରଖିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା