ରାଜ୍ୟର 30 ଗୋଟି ଜିଲ୍ଲାରେ 34 ହଜାର 114.50 ହେକ୍ଟର ଜଙ୍ଗଲ ଜମି ଜବରଦଖଲ
ଭୁବନେଶ୍ୱର, 24 ମାର୍ଚ୍ଚ (ହି.ସ.)- ମାତିଛନ୍ତି ଜମି ଜବରଦଖଲକାରୀ । ଜବରଦଖଲକାରୀଙ୍କ କବଜାରେ ହଜାର ହଜାର ହେକ୍ଟର ହେକ୍ଟର ଜଙ୍ଗଲ ଜମି । ରାଜ୍ୟର 30 ଗୋଟି ଜିଲ୍ଲାରେ 34 ହଜାର 114.50 ହେକ୍ଟର ଜଙ୍ଗଲ ଜମି ଜବରଦଖଲ ହୋଇଅଛି । ଜବରଦଖଲ ମୁକ୍ତ କରିବା ପାଇଁ 15 ହଜାର
ରାଜ୍ୟର 30 ଗୋଟି ଜିଲ୍ଲାରେ 34 ହଜାର 114.50 ହେକ୍ଟର ଜଙ୍ଗଲ ଜମି     ଜବରଦଖଲ


ଭୁବନେଶ୍ୱର, 24 ମାର୍ଚ୍ଚ (ହି.ସ.)- ମାତିଛନ୍ତି ଜମି ଜବରଦଖଲକାରୀ । ଜବରଦଖଲକାରୀଙ୍କ

କବଜାରେ ହଜାର ହଜାର ହେକ୍ଟର ହେକ୍ଟର ଜଙ୍ଗଲ ଜମି ।

ରାଜ୍ୟର 30 ଗୋଟି ଜିଲ୍ଲାରେ 34 ହଜାର 114.50 ହେକ୍ଟର

ଜଙ୍ଗଲ ଜମି ଜବରଦଖଲ ହୋଇଅଛି । ଜବରଦଖଲ ମୁକ୍ତ କରିବା ପାଇଁ 15 ହଜାର 700 ଗୋଟି ମାମଲା ରୁଜୁ

ମୋଟ 2636.61 ହେକ୍ଟର ଜଙ୍ଗଲ ଜମି

ଜବରଦଖଲମୁକ୍ତ କରାଯାଇଛି । ଗୃହରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଷ ରାମ ସିଂ ଖୁଣ୍ଟିଆ ଉତ୍ତର

ରଖିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande