
ଭୁବନେଶ୍ୱର, 24 ମାର୍ଚ୍ଚ (ହି.ସ.)- ମୁଖ୍ୟମନ୍ତ୍ରୀ
ଓଡ଼ିଶା ଜିଲ୍ଲା ଖଣିଜ ପ୍ରତିଷ୍ଠାନ ନିୟମାବଳୀ, 2015ର ନିୟମ 16(3) ଅନୁଯାୟୀ 23 ଟି
ଜିଲ୍ଲାର ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଟ୍ରଷ୍ଟର 2024-25 ଆର୍ଥିକ
ବର୍ଷର ବାର୍ଷିକ ବିବରଣୀ ଓ ଅଡିଟ ରିପୋର୍ଟ ବିଧାନସଭାରେ ଉପସ୍ଥାପନ କଲେ
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା