ଏପ୍ରିଲ ୬ରୁ ଜିଲ୍ଲା କୋର୍ଟ ସକାଳୁଆ
ଭୁବନେଶ୍ୱର, ୨୪ ମାର୍ଚ୍ଚ (ହି.ସ) - ଆସନ୍ତା ଏପ୍ରିଲ ୬ ତାରିଖରୁ ସମସ୍ତ ଜିଲ୍ଲାସ୍ତରୀୟ କୋର୍ଟ ସକାଳୁଆ ଚାଲିବ। ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଚାଲିବ କୋର୍ଟ କାର୍ଯ୍ୟ। ତେବେ କିଛି କୋର୍ଟ ପାଇଁ ଏହି ନିୟମ ଲାଗୁ ହେବ ନାହିଁ। ବ୍ରହ୍ମପୁର, ଛତ୍ରପୁର, ଭୁବନେଶ୍ୱର ସମେତ କୋରାପୁଟ (ସଦର) ଓ ପୁରୀ (ସ
ଏପ୍ରିଲ ୬ରୁ ଜିଲ୍ଲା କୋର୍ଟ ସକାଳୁଆ


ଭୁବନେଶ୍ୱର, ୨୪ ମାର୍ଚ୍ଚ (ହି.ସ) - ଆସନ୍ତା ଏପ୍ରିଲ ୬ ତାରିଖରୁ ସମସ୍ତ ଜିଲ୍ଲାସ୍ତରୀୟ କୋର୍ଟ ସକାଳୁଆ ଚାଲିବ। ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଚାଲିବ କୋର୍ଟ କାର୍ଯ୍ୟ। ତେବେ କିଛି କୋର୍ଟ ପାଇଁ ଏହି ନିୟମ ଲାଗୁ ହେବ ନାହିଁ। ବ୍ରହ୍ମପୁର, ଛତ୍ରପୁର, ଭୁବନେଶ୍ୱର ସମେତ କୋରାପୁଟ (ସଦର) ଓ ପୁରୀ (ସଦର) ପାଇଁ ସକାଳୁଆ ନିୟମ ଲାଗୁ ହେବନି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande