ରାଜ୍ୟପାଳଙ୍କୁ ସାକ୍ଷାତ କଲେ ସାଂସଦ ମନମୋହନ ସାମଲ
ଭୁବନେଶ୍ୱର, 24 ମାର୍ଚ୍ଚ (ହି.ସ.)- ରାଜ୍ୟସଭା ସାଂସଦ ରୂପେ ନିର୍ବାଚିତ ହୋଇ ସାରିବା ପରେ ଆଜି ଓଡ଼ିଶାର ମହାମହିମ ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟିଙ୍କୁ ସୌଜନ୍ୟମୂଳକ ଭାବେ ସାକ୍ଷାତ କରିଛନ୍ତି ମନମୋହନ ସାମଲ । ଏହି ଅବସରରେ ଉଭୟଙ୍କ ମଧ୍ୟରେ ରାଜ୍ୟର ସାମଗ୍ରିକ
ମନମୋହନ


ଭୁବନେଶ୍ୱର, 24 ମାର୍ଚ୍ଚ (ହି.ସ.)- ରାଜ୍ୟସଭା ସାଂସଦ ରୂପେ ନିର୍ବାଚିତ ହୋଇ ସାରିବା ପରେ

ଆଜି ଓଡ଼ିଶାର ମହାମହିମ ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟିଙ୍କୁ ସୌଜନ୍ୟମୂଳକ ଭାବେ ସାକ୍ଷାତ କରିଛନ୍ତି

ମନମୋହନ ସାମଲ ।

ଏହି ଅବସରରେ ଉଭୟଙ୍କ

ମଧ୍ୟରେ ରାଜ୍ୟର ସାମଗ୍ରିକ ବିକାଶ, ଜନ କଲ୍ୟାଣ ଓ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟ ନେଇ ଫଳପ୍ରଦ ଆଲୋଚନା

ହୋଇଛି । ରାଜ୍ୟପାଳଙ୍କ ଅମୂଲ୍ୟ ସମୟ ଓ ଆନ୍ତରିକ ସ୍ୱାଗତ ପ୍ରତି ହୃଦୟରୁ ଧନ୍ୟବାଦ ଓ

କୃତଜ୍ଞତା ଜ୍ଞାପନ କରିଛନ୍ତି ମନମୋହନ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande