ଭେଣ୍ଡିଂ ଜୋନ ଦୋକାନକୁ ବିକ୍ରି କି ଭଡ଼ାରେ ଦିଆଯାଉଥିବା ଅଭିଯୋଗ ପରେ ତଦନ୍ତ ନିର୍ଦ୍ଦେଶ
ଭୁବନେଶ୍ୱର, 24 ମାର୍ଚ୍ଚ (ହି.ସ.)- ଭେଣ୍ଡିଂ ଜୋନ ଦୋକାନକୁ ବିକ୍ରି କି ଭଡ଼ାରେ ଦିଆଯାଉଥିବା ନେଇ ଏକାମ୍ର ଭୁବନେଶ୍ୱର ବିଧାୟକ ବାବୁ ସିଂ ଗୃହରେ ଆପତ୍ତି ଉଠାଇଥିଲେ । ଯାହାର ଉତ୍ତରରେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ମହାପାତ୍ର କହିଛନ୍ତି ଯେ ଏପରି ଘଟଣା ନଜରକୁ ଆସିନି ।
ଭେଣ୍ଡିଂ ଜୋନ ଦୋକାନକୁ ବିକ୍ରି କି ଭଡ଼ାରେ ଦିଆଯାଉଥିବା ଅଭିଯୋଗ     ପରେ ତଦନ୍ତ ନିର୍ଦ୍ଦେଶ


ଭୁବନେଶ୍ୱର, 24 ମାର୍ଚ୍ଚ (ହି.ସ.)- ଭେଣ୍ଡିଂ ଜୋନ ଦୋକାନକୁ ବିକ୍ରି କି ଭଡ଼ାରେ

ଦିଆଯାଉଥିବା ନେଇ ଏକାମ୍ର ଭୁବନେଶ୍ୱର ବିଧାୟକ ବାବୁ ସିଂ ଗୃହରେ ଆପତ୍ତି ଉଠାଇଥିଲେ । ଯାହାର

ଉତ୍ତରରେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ମହାପାତ୍ର କହିଛନ୍ତି ଯେ ଏପରି ଘଟଣା ନଜରକୁ ଆସିନି ।

ତେବେ ସବିଶେଷ ସତ୍ୟତା ଜାଣିବାକୁ ଗୃହରେ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ନଗର ଉନ୍ନୟନ

ମନ୍ତ୍ରୀ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande