ଭୁବନେଶ୍ୱର, 26 ମାର୍ଚ୍ଚ (ହି.ସ.)-ମଉଳିଲା ବିଧାୟକଙ୍କ
ଦରମା ବୃଦ୍ଧି ଆଶା । ବିଧାୟକ ପୂର୍ବତନ ବିଧାୟକଙ୍କ ଦରମା ବୃଦ୍ଧି ଆଶା ମଉଳିଛି। ବର୍ଦ୍ଧିତ ଦରମା
ବିଲ୍ ପ୍ରତ୍ୟାହାର କରିବାକୁ ନୋଟିସ ଆଣିଛନ୍ତି ବିଧାନସଭା ସଚିବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
27 Mar 2026
ସୁବର୍ଣ୍ଣପୁର, 27 ମାର୍ଚ୍ଚ (ହି.ସ.) ଆଜି ପବିତ୍ର ରାମନବମୀ ଅର୍ଥାତ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ରାମଚନ୍ଦ୍ରଙ୍କ ଜନ୍ମ ଦିନ।ଏହି ଦିନରେ ଦୀପଦାନ କରି ପ୍ରଭୁଙ୍କ ଜନ୍ମ ଉତ୍ସବକୁ ମହା ଆଡମ୍ବରରେ ପାଳନ କରିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ଶିବସେନା କର୍ମୀ ।ସ୍ଥାନୀୟ ବିନିକା ସ୍ଥିତ ପୁଣ୍ୟପୀଠ ପାପକ୍ଷ..
ଭଦ୍ରକ, ୨୭ ମାର୍ଚ୍ଚ (ହି.ସ.)ପବିତ୍ର ରାମ ନବମୀ ଅବସରରେ ଧାମରା ଗୈରିକ ମୟ ହୋଇପଡିଛି। ଏହି ଅବସରରେ ଧାମରା ବଜାର ଠାରୁ ଆରମ୍ଭ କରି ଧାମରା ୮ ପଂଚାୟତରେ ଶ୍ରୀରାମ ନବମୀ ଅବସରରେ ସମସ୍ତ ଅଂଚଳରେ ଗୈରିକ ପତାକା ପୁର ପଲ୍ଲୀରେ ଛାଇ ଯାଇଥିବା ବେଳେ ସମସ୍ତ ଅଂଚଳରେ ଶ୍ରୀରାମ ଧ୍ୱନି ମଧ୍ୟରେ ଉତ୍ସବ ମୁଖର ..
ଭଦ୍ରକ, ୨୭ ମାର୍ଚ୍ଚ (ହି.ସ.) ଭଦ୍ରକ ଜିଲ୍ଲା ତିହିଡି଼ ଥାନା ପାଳିଆବିନ୍ଧା ପଞ୍ଚାୟତ ଅଧୀନ ପାଳିଆ ଶାସନ ଗ୍ରାମରେ ଗୁରୁବାର ରାତିରେ ଗ୍ୟାସ ସିଲିଣ୍ଡର କ୍ୟାପ ଖୋଲି ନିଆଁ ଲାଗିଯିବାରୁ ଗୋଟିଏ ପରିବାରର ୩ଜଣ ଗୁରୁତର ହୋଇଛନ୍ତି କ୍ଷ ନିଆଁରେ ପୋଡ଼ିଯାଇ ଗୁରୁତର ହୋଇଥିବା ଭାର୍ଗବୀ ଶତପଥି(୪୦), ତାଙ୍କ ..
କେନ୍ଦ୍ରାପଡ଼ା, ୨୭ ମାର୍ଚ୍ଚ (ହି.ସ.)- ଆଜି କେନ୍ଦ୍ରାପଡ଼ା ପୌରାଞ୍ଚଳ ଅନ୍ତର୍ଗତ ତିନିମୁହାଣୀ ସ୍ଥିତ ରାମ ମନ୍ଦିର ପରିସରରେ ମନ୍ଦିର କମିଟିର ସଭାପତି ବିବେକାନନ୍ଦ ମହାରଣାଙ୍କ ସଭାପତିତ୍ୱରେ ଶ୍ରୀରାମ ନବମୀ ମହା ଧୁମ ଧାମରେ ପାଳନ ହୋଇଯାଇଛି । ରାମ ମନ୍ଦିର ପରିସରରୁ ଏକ ବିରାଟ କଳସ ଶୋଭାଯାତ୍ର ବାହାର..
Copyright © 2017-2024. All Rights Reserved Hindusthan Samachar News Agency
Powered by Sangraha