ଯାଜପୁର ଦୈତାରୀ ପାହାଡରେ ଅଛି ଦୁର୍ଲଭ ଓ ମୂଲ୍ୟବାନ ପଥର
ଭୁବନେଶ୍ୱର, 26 ମାର୍ଚ୍ଚ (ହି.ସ.)- ଯାଜପୁର ଦୈତାରୀ ପାହାଡରେ ଅଛି ଦୁର୍ଲଭ ଓ ମୂଲ୍ୟବାନ ପଥର । ନୀଳ କ୍ୱାର୍ଜ୍ ପଥର ଦୈତାରୀ ପାହାଡରେ ସନ୍ଧାନ ମିଳିଛି । ଅବୈଧ ଖନନ ଓ ଚୋରିକୁ ରୋକିବାକୁ ମିଳିତ ଚଢାଉ କରାଯାଇଛି । ସ୍ଥାନୀୟ ଲୋକଙ୍କୁ ଅବୈଧ କାର୍ଯ୍ୟରୁ
ଯାଜପୁର ଦୈତାରୀ ପାହାଡରେ ଅଛି ଦୁର୍ଲଭ ଓ ମୂଲ୍ୟବାନ ପଥର


ଭୁବନେଶ୍ୱର, 26 ମାର୍ଚ୍ଚ (ହି.ସ.)- ଯାଜପୁର ଦୈତାରୀ ପାହାଡରେ ଅଛି ଦୁର୍ଲଭ ଓ ମୂଲ୍ୟବାନ

ପଥର । ନୀଳ କ୍ୱାର୍ଜ୍ ପଥର ଦୈତାରୀ ପାହାଡରେ ସନ୍ଧାନ ମିଳିଛି

। ଅବୈଧ ଖନନ ଓ ଚୋରିକୁ ରୋକିବାକୁ ମିଳିତ ଚଢାଉ

କରାଯାଇଛି । ସ୍ଥାନୀୟ ଲୋକଙ୍କୁ ଅବୈଧ

କାର୍ଯ୍ୟରୁ ବିରତ ରହିବାକୁ ଲୋକଙ୍କୁ ସଚେତନ କରାଯାଉଛି । ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ

ପ୍ରଶ୍ନରେ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ଉତ୍ତର ରଖିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande