‘ଅଶୋକାଷ୍ଟମୀ’ ତଥା ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ‘ରୁକୁଣା ରଥଯାତ୍ରା’ର ଶୁଭକାମନା ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, 26 ମାର୍ଚ୍ଚ (ହି.ସ.)-‘ଅଶୋକାଷ୍ଟମୀ’ ତଥା ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ‘ରୁକୁଣା ରଥଯାତ୍ରା’ର ଶୁଭକାମନା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ପବିତ୍ର ‘ଅଶୋକାଷ୍ଟମୀ’ ତଥା ପ୍ରଭୁ ଶ୍ର
ଅଶୋକାଷ୍ଟମୀ


ଭୁବନେଶ୍ୱର, 26 ମାର୍ଚ୍ଚ (ହି.ସ.)-‘ଅଶୋକାଷ୍ଟମୀ’ ତଥା ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ‘ରୁକୁଣା

ରଥଯାତ୍ରା’ର ଶୁଭକାମନା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ

ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ପବିତ୍ର ‘ଅଶୋକାଷ୍ଟମୀ’ ତଥା ପ୍ରଭୁ ଶ୍ରୀ

ଲିଙ୍ଗରାଜଙ୍କ ‘ରୁକୁଣା ରଥଯାତ୍ରା’ ଅବସରରେ ହାର୍ଦ୍ଦିକ ଶୁଭକାମନା। ପ୍ରଭୁଙ୍କ ପାଖରେ

ସମସ୍ତଙ୍କ ସୁଖ, ସମୃଦ୍ଧି ଓ ମଙ୍ଗଳ କାମନା କରୁଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande