ରାଜ୍ୟରେ ୮ ଜିଲ୍ଲାରେ ରହିଛି ଚୂନ ପଥର ଖଣିର ଭଣ୍ଡାର
ଭୁବନେଶ୍ୱର, 26 ମାର୍ଚ୍ଚ (ହି.ସ.)- ରାଜ୍ୟରେ ୮ ଜିଲ୍ଲାରେ ରହିଛି ଚୂନ ପଥର ଖଣିର ଭଣ୍ଡାର । ବିଧାନସଭାରେ ଲିଖିତ ଉତ୍ତର ରଖିଲେ ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଜେନା । ସୁନ୍ଦରଗଡରେ ୩୯, ବଲାଙ୍ଗୀରରେ ୪, କୋରାପୁଟରେ ୨୦, ଝାରସୁଗୁଡ଼ାରେ ୨ ,ସମ୍ବଲପୁରରେ ୧, ବରଗଡ଼ରେ ୪, ନୂଆପଡାରେ ୮,
ରାଜ୍ୟରେ ୮ ଜିଲ୍ଲାରେ ରହିଛି ଚୂନ ପଥର ଖଣିର ଭଣ୍ଡାର


ଭୁବନେଶ୍ୱର, 26 ମାର୍ଚ୍ଚ (ହି.ସ.)- ରାଜ୍ୟରେ ୮ ଜିଲ୍ଲାରେ ରହିଛି ଚୂନ ପଥର ଖଣିର ଭଣ୍ଡାର

। ବିଧାନସଭାରେ ଲିଖିତ ଉତ୍ତର ରଖିଲେ ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଜେନା । ସୁନ୍ଦରଗଡରେ ୩୯, ବଲାଙ୍ଗୀରରେ ୪, କୋରାପୁଟରେ ୨୦, ଝାରସୁଗୁଡ଼ାରେ ୨ ,ସମ୍ବଲପୁରରେ ୧, ବରଗଡ଼ରେ ୪, ନୂଆପଡାରେ ୮, ମାଲକାନଗିରିରେ ୩, ଟି ଚୂନ ପଥର ଖଣି

ରହିଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande