ସୁନ୍ଦରପଦା ଛକରେ ଥିବା ଏକ ଗ୍ୟାସ ଏଜେନ୍ସି ନାଁରେ ସାଙ୍ଘାତିକ ଅଭିଯୋଗ, ଗ୍ରାହକଙ୍କ ବୁକିଂ ଗ୍ୟାସକୁ ହେରଫେର କରିଥିବା ଅଭିଯୋଗ
ଭୁବନେଶ୍ୱର, 26 ମାର୍ଚ୍ଚ (ହି.ସ.)- ସୁନ୍ଦରପଦା ଛକରେ ଥିବା ଏକ ଗ୍ୟାସ ଏଜେନ୍ସି ନାଁରେ ସାଙ୍ଘାତିକ ଅଭିଯୋଗ, ଗ୍ରାହକଙ୍କ ବୁକିଂ ଗ୍ୟାସକୁ ହେରଫେର କରିଥିବା ଅଭିଯୋଗ ହୋଇଛି । ଅଭିଯୋଗ କରି ଗ୍ୟାସ ଏଜେନ୍ସି ଆଗରେ ଶହ ଶହ ଲୋକେ ହଲାବୋଲ କରିଛନ୍ତି । ଏଜେନ୍ସି ବନ୍ଦ କର
ସୁନ୍ଦରପଦା ଛକରେ ଥିବା ଏକ ଗ୍ୟାସ ଏଜେନ୍ସି ନାଁରେ ସାଙ୍ଘାତିକ     ଅଭିଯୋଗ, ଗ୍ରାହକଙ୍କ ବୁକିଂ ଗ୍ୟାସକୁ ହେରଫେର କରିଥିବା ଅଭିଯୋଗ


ଭୁବନେଶ୍ୱର, 26 ମାର୍ଚ୍ଚ (ହି.ସ.)- ସୁନ୍ଦରପଦା ଛକରେ ଥିବା ଏକ ଗ୍ୟାସ ଏଜେନ୍ସି ନାଁରେ

ସାଙ୍ଘାତିକ ଅଭିଯୋଗ, ଗ୍ରାହକଙ୍କ ବୁକିଂ

ଗ୍ୟାସକୁ ହେରଫେର କରିଥିବା ଅଭିଯୋଗ ହୋଇଛି । ଅଭିଯୋଗ କରି ଗ୍ୟାସ ଏଜେନ୍ସି ଆଗରେ ଶହ ଶହ ଲୋକେ

ହଲାବୋଲ କରିଛନ୍ତି । ଏଜେନ୍ସି ବନ୍ଦ କରି ମାଲିକ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି । ସୂଚନା

ଅନୁଯାଇ ଗ୍ରାହକ ମାନେ ଗ୍ୟାସ ବୁକିଂ କରିବା ପରେ କ୍ୟାସ ମେମୋ ଜେନେରେଟ ହୋଇଥାଏ । ବିନା ଓଟିପିରେ ଗ୍ୟାସ ଟାଙ୍କି ଗ୍ରାହକଙ୍କୁ ଡେଲିଭର

ହୋଇଥିବା ମେସେଜ ଆସିଛି । ହେଲେ ଏଜେନ୍ସି ଗ୍ୟାସ

ନଦେଇ କଳା ବଜାରୀ କରିଥିବା ସାଙ୍ଘାତିକ ଅଭିଯୋଗ ହୋଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande