
ଭୁବନେଶ୍ୱର, 27 ମାର୍ଚ୍ଚ (ହି.ସ.)- ପଞ୍ଚାୟତ
ନିର୍ବାଚନକୁ ଆଖି ଆଗରେ ରଖି ବଜେଟ ସଭା କରୁଛନ୍ତି ସରକାର ବୋଲି କହିଛନ୍ତି କଂଗ୍ରେସ ବିଧାୟକ
ମଙ୍ଗୁ ଖିଲ | ବଜେଟ ଯେତିକି ପାସ
ହେଇଛି ଖର୍ଚ୍ଚ କରିପାରୁନାହାନ୍ତି | ବଡ଼ ବଡ଼ କାମ ଅଟକି ଅଛି ତାକୁ
ନିୟନ୍ତ୍ରଣ କରିପାରୁନାହାନ୍ତି | ଏ ସରକାର କଥା କୁହା ରଙ୍ଗ ମରା
ସରକାର | ଗାଁରେ କାର୍ଯ୍ୟ କରି ଦେଖାଅ | ହଜାରେ
ବଜେଟ ସଭା କଲେ କିଛି ଲାଭ ହେବନି ବୋଲି ସେ କହିଛନ୍ତି |
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା