ସତସାହସ ଅଛି ସମ୍ପୂର୍ଣ୍ଣ ଓଡ଼ିଶାରେ ମଦ ବନ୍ଦ କରନ୍ତୁ ସରକାର- କଂଗ୍ରେସ
ଭୁବନେଶ୍ୱର, 27 ମାର୍ଚ୍ଚ (ହି.ସ.)- ସରକାରଙ୍କ ନୂଆ ଅବକାରୀ ନୀତିକୁ ସମାଲୋଚନା କରିଛି କଂଗ୍ରେସ । କଂଗ୍ରେସ ବିଧାୟକ ମଙ୍ଗୁ ଖିଲ କହିଛନ୍ତି ଯେ, ସରକାର ଅନେକ ନୀତି ନିୟମ କରୁଛନ୍ତି | ଇସ୍ତାହାରରେ କହୁଛନ୍ତି ମଦ ମୁକ୍ତ କରିବୁ | ଏବେ ନିୟମ ଆଣିଛନ୍ତି ବଡ଼ ସହର
ସତସାହସ ଅଛି ସମ୍ପୂର୍ଣ୍ଣ     ଓଡ଼ିଶାରେ ମଦ ବନ୍ଦ କରନ୍ତୁ ସରକାର- କଂଗ୍ରେସ


ଭୁବନେଶ୍ୱର, 27 ମାର୍ଚ୍ଚ (ହି.ସ.)- ସରକାରଙ୍କ ନୂଆ

ଅବକାରୀ ନୀତିକୁ ସମାଲୋଚନା କରିଛି କଂଗ୍ରେସ । କଂଗ୍ରେସ ବିଧାୟକ ମଙ୍ଗୁ ଖିଲ କହିଛନ୍ତି ଯେ, ସରକାର

ଅନେକ ନୀତି ନିୟମ କରୁଛନ୍ତି | ଇସ୍ତାହାରରେ

କହୁଛନ୍ତି ମଦ ମୁକ୍ତ କରିବୁ | ଏବେ ନିୟମ ଆଣିଛନ୍ତି ବଡ଼ ସହର ହୋଟେଲରେ

ମଦ ଚାଲିବ | ସହରରେ ମଦ ଚାଲିଲେ ସାରା ଓଡ଼ିଶାକୁ ଯିବ | ଏମାନେ କଣ ବନ୍ଦ କଲେ | ସତସାହସ ଅଛି ସମ୍ପୂର୍ଣ୍ଣ ଓଡ଼ିଶାରେ

ମଦ ବନ୍ଦ କରନ୍ତୁ | 2027 ରେ ପଞ୍ଚାୟତ ନିର୍ବାଚନ ଅଛି ସେଥିପାଇଁ ଏ

ନିୟମ | କେରାଣ୍ଡି ଗୁନ୍ଥି ବାଲିଆ ଧରିବା ପାଇଁ ବ୍ୟବସ୍ଥା କରିଛନ୍ତି |

ସହରରେ ପଇସା ଅଛି ପଇସା ଝିକିବା ପାଇଁ ବ୍ୟବସ୍ଥା | ବର୍ଷକୁ

ବର୍ଷ ଟେଣ୍ଡର କରିଥିଲେ ରାଜସ୍ୱ ଅସିଥାନ୍ତା ବୋଲି ସେ କହିଛନ୍ତି|

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande