ଏପ୍ରିଲରେ ହେବ ମଦ ଦୋକାନ ଲଟେରୀ
ଭୁବନେଶ୍ୱର, 27 ମାର୍ଚ୍ଚ (ହି.ସ.)- ମଦ ଦୋକାନ ପାଇଁ ଲଟେରୀ ଏପ୍ରିଲରେ ହେବ । ଜିଲ୍ଲାପାଳଙ୍କ ଉପସ୍ଥିତିରେ ଏହା ହେଵାକୁ ଯାଉଛି । ଆବଶ୍ୟକ ପଡିଲେ ଇଲେକ୍ଟ୍ରୋନିକ ଲଟେରୀ କରାଯିବ । ସ୍ୱଚ୍ଛ ପ୍ରକ୍ରିୟା ହେବ ବୋଲି ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି । ଯେଉଁ
ଏପ୍ରିଲରେ ହେବ ମଦ ଦୋକାନ     ଲଟେରୀ


ଭୁବନେଶ୍ୱର, 27 ମାର୍ଚ୍ଚ (ହି.ସ.)- ମଦ ଦୋକାନ ପାଇଁ

ଲଟେରୀ ଏପ୍ରିଲରେ ହେବ । ଜିଲ୍ଲାପାଳଙ୍କ ଉପସ୍ଥିତିରେ ଏହା ହେଵାକୁ ଯାଉଛି । ଆବଶ୍ୟକ ପଡିଲେ ଇଲେକ୍ଟ୍ରୋନିକ ଲଟେରୀ କରାଯିବ ।

ସ୍ୱଚ୍ଛ ପ୍ରକ୍ରିୟା ହେବ ବୋଲି ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି । ଯେଉଁ

ଦୋକାନ ଗତ ଥର ଲଟେରୀ ପାଇଥିଲେ, ମାର୍ଚ୍ଚ

31ରେ ସେଗୁଡିକର ସମୟସୀମା ସରୁଛି । ତେବେ ସେମାନଙ୍କୁ ଅଧିକ ଦୁଇ ମାସ ମିଳିବ । 3 ଷ୍ଟାର

ହୋଟେଲରେ ବାରର ପ୍ରାବଧନ ଥିବାରୁ, ଅନ ସପ ଅନୁମତି ମିଳିବ। ହେଲେ ନୂଆ ମଦ ଦୋକାନ ଖୋଲିବ ନାହିଁ । ଯେତିକି ଅଫ ସପ ଥିଲା,

ସେ ସବୁର ଏମଜିଇଆର ସ୍ଥିର ହେବ ବୋଲି ମନ୍ତ୍ରୀ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande